ETV Bharat / state

କୋରାପୁଟ ସଦର ମହକୁମାରେ ପହଁଚିଲା କୋରୋନା - କୋରାପୁଟ ଜିଲ୍ଲା ସଦର ମହକୁମା ପହଁଚିଲା କୋରୋନା

ବୁଧବାର କୋରାପୁଟ ଜିଲ୍ଲା ସଦର ମହକୁମାର ପୂଜାରୀପୁଟରେ ଜଣେ ବ୍ୟକ୍ତିଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ପଶ୍ଚିମବଙ୍ଗରୁ ଫେରିଥିବା ସେ ଜଣାଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରାପୁଟ ଜିଲ୍ଲା ସଦର ମହକୁମା ପହଁଚିଲା କୋରୋନା

author img

By

Published : Jun 10, 2020, 5:14 PM IST

କୋରାପୁଟ: ବୁଧବାର କୋରାପୁଟ ଜିଲ୍ଲା ସଦର ମହକୁମାର ପୂଜାରୀପୁଟରେ ଜଣେ ବ୍ୟକ୍ତିଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏହା ପରେ ତାଙ୍କୁ ଜୟପୁରସ୍ଥିତ କୋଭିଡ ହସ୍ପିଟାଲକୁ ପଠାଇଦିଆଯାଇଛି । ତେବେ ପୂଜାରୀପୁଟ ଠାରୁ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ରାସ୍ତା ଓ ତତ୍ ସଂଲଗ୍ନ ରଣାସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

କୋରାପୁଟ ଜିଲ୍ଲା ସଦର ମହକୁମା ପହଁଚିଲା କୋରୋନା

ଏହା ଆସନ୍ତା 4 ଦିନ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ପଶ୍ଚିମବଙ୍ଗରୁ ଫେରିଥିବା ସେ ଜଣାଇଛନ୍ତି । କୋରାପୁଟ ସହରରେ ଏହା ପ୍ରଥମ ଘଟଣା ହୋଇଥିବା ଯୋଗୁଁ ସାଧାରଣ ଜନତାଙ୍କ ମଧ୍ୟରେ କୋରୋନାକୁ ନେଇ ଭୟ ସୃଷ୍ଟି ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.