ETV Bharat / state

ଖବରକାଗଜ ବିତରକଙ୍କୁ ମିଳିଲା ପରିଚୟ ପତ୍ର

author img

By

Published : May 10, 2022, 9:12 PM IST

Updated : May 11, 2022, 11:09 AM IST

କୋରାପୁଟର ବିଭିନ୍ନ ଭାଗରେ ଖବରକାଗଜ ବିତରଣ କରୁଥିବା 160 ଜଣ ହକରଙ୍କୁ ମିଳିଲା ସ୍ବତନ୍ତ୍ର ପରିଚୟ । ଅଧିକ ପଢନ୍ତୁ

ଖବରକାଗଜ ବିତରକଙ୍କୁ ମିଳିଲା ପରିଚୟ ପତ୍ର
ଖବରକାଗଜ ବିକ୍ରେତାଙ୍କୁ ମିଳିଲା ପରିଚୟ ପତ୍ର

କୋରାପୁଟ: ଜିଲ୍ଲାର ବିଭିନ୍ନ ଭାଗରେ ଖବରକାଗଜ ବିତରଣ କରୁଥିବା 160 ଜଣ ହକରଙ୍କୁ ମିଳିଲା ସ୍ବତନ୍ତ୍ର ପରିଚୟ । ଆଜି(ମଙ୍ଗଳବାର) ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏହି ପରିଚୟ ପତ୍ର ପ୍ରଦାନ କରିଛି । ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ହକରମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଛନ୍ତି ।

ଖବରକାଗଜ ବିତରକଙ୍କୁ ମିଳିଲା ପରିଚୟ ପତ୍ର

ଏହି ଅବସରରେ ହକରମାନଙ୍କୁ ଏହି ପରିଚୟ ପତ୍ର ଭବିଷ୍ୟତରେ ସରକାରଙ୍କ ଦ୍ୱାରା ସମ୍ଭାବ୍ୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ସହାୟକ ହୋଇପାରିବ ବୋଲି କହିଛନ୍ତି । ଅପରପକ୍ଷରେ ଅନେକ ବର୍ଷ ଧରି ନନ୍ଦପୁରରେ ହକର କାର୍ଯ୍ୟ କରିଆସୁଥିବା ଦୁର୍ଯ୍ୟୋଧନ ଦୋରା ଏହି ପରିଚୟ ପତ୍ର ସେମାନଙ୍କୁ ସମାଜରେ ଏକ ଉନ୍ନତ ଭାବମୂର୍ତ୍ତି ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Last Updated : May 11, 2022, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.