ETV Bharat / state

ବେଆଇନ ଶ୍ରମିକ ଚାଲାଣ ବେଳେ ଶିଶୁ ଶ୍ରମିକ ଉଦ୍ଧାର

author img

By

Published : Nov 25, 2019, 9:15 PM IST

ଶ୍ରମିକ ଚାଲାଣ କରୁଥିବା ଆନ୍ଧ୍ରପ୍ରଦେଶର ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ବେଆଇନ ଶ୍ରମିକ ଚାଲାଣ ବେଳେ ଶିଶୁ ଶ୍ରମିକ ଉଦ୍ଧାର

କୋରାପୁଟ: ବେଆଇନ ଶ୍ରମିକ ଚାଲାଣ ବେଳେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର 18 ଜଣ ନାବାଳିକା ଓ 4 ଜଣ ପ୍ରାପ୍ତ ବୟସ୍କ ପୁରୁଷଙ୍କୁ ପଟ୍ଟାଙ୍ଗି ପୋଲିସ ଉଦ୍ଧାର କରିଛି । ଏହାସହ ଶ୍ରମିକ ଚାଲାଣ କରୁଥିବା ଆନ୍ଧ୍ରପ୍ରଦେଶର ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ ।

ସୁନାବେଡ଼ା ଏସ୍‌ଡିପିଓ ନିରଞ୍ଜନ ବେହେରାଙ୍କ ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଦୁଇଜଣ ଦଲାଲ ବି ସୁନ୍ଦର ରାଓ ଓ ପାର୍ବତୀ ଖରା ଦେଓପଟାଙ୍ଗି ପଞ୍ଚାୟତର ଚିଲିଗୁଡା ଗ୍ରାମର 12 ଜଣ ନାବାଳିକା(14ରୁ16ବର୍ଷୀୟ), 2 ଜଣ ପ୍ରାପ୍ତ ବୟସ୍କ ପୁରୁଷ, ପୁକାଲି ପଞ୍ଚାୟତର ଜଙ୍ଗରଡା ଗ୍ରାମର 6 ଜଣ ନାବାଳିକା(14ରୁ16ବର୍ଷହେବ) ଏବଂ ଦୁଇ ଜଣ ପ୍ରାପ୍ତ ବୟସ୍କଙ୍କୁ ନେଇ ବେଆଇନ ଭାବରେ ଚାଲାଣ କରୁଥିଲେ ।

26 ନମ୍ବର ଜାତୀୟ ରାଜପଥର ପୁକାଲି ଛକଠାରେ ସାଲୁର ଯିବା ପାଇଁ ବସକୁ ଅପେକ୍ଷା କରୁଥିଲା । ଏନେଇ ଖବର ପାଇବା ପରେ ସେମାନଙ୍କୁ ପୋଲିସ ଅଟକ ରଖିଥିଲା ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

Intro:ବେଆଇନ ଶ୍ରମିକ ଚାଲାଣ ବେଳେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ୧୮ଜଣ ନାବାଳିକା ଓ ୪ଜଣ ପ୍ରାପ୍ତ ବୟସ୍କ ପୁରୁଷ ଲୋକଙ୍କୁ ପଟ୍ଟାଙ୍ଗି ପୋଲିସ ଉଦ୍ଧାର କରିବା ସହିତ ଶ୍ରମିକ ଚାଲାଣ କରୁଥିବା ଆନ୍ଧ୍ରପ୍ରଦେଶ ର ଦୁଇଜଣଙ୍କୁ ଅଟକ ରଖିଛି ।Body:ସୁନାବେଡ଼ା ଏସ୍ଡିପିଓ ନିରଞ୍ଜନ ବେହେରା ଙ୍କ କହିବା ଅନୁଯାଇ ଆନ୍ଧ୍ରପ୍ରଦେଶର ଦୁଇଜଣ ଦଲାଲ ବି ସୁନ୍ଦର ରାଓ ଓ ପାର୍ବତୀ ଖରା ଦେଓପଟାଙ୍ଗି ପଞ୍ଚାୟତର ଚିଲିଗୁଡା ଗ୍ରାମର୧୨ଜଣ ଝିଅ(୧୪ରୁ୧୬ବର୍ଷୀୟ)ଓ ୨ଜଣ ପ୍ରାପ୍ତ ବୟସ୍କ ପୁରୁଷଲୋକ ଏବଂ ପୁକାଲି ପଞ୍ଚାୟତର ଜଙ୍ଗରଡା ଗ୍ରାମର ୬ଜଣ ଝିଅ(୧୪ରୁ୧୬ବର୍ଷହେବ) ଓ ଦୁଇ ଜଣ ପ୍ରାପ୍ତ ବୟସ୍କ ଲୋକଙ୍କୁ ନେଇ ବେଆଇନ ଭାବରେ ଚାଲାଣ କରିବା ନିମନ୍ତେ୨୬ନଂ ଜାତୀୟ ରାଜପଥର ପୁକାଲି ଛକଠାରେ ସାଲୁର ଯିବା ପାଇଁ ବସକୁ ଅପେକ୍ଷା କରୁଥିବା ବେଳେ ସେମାନଙ୍କୁ ପୋଲିସ ଅଟକ ରଖିଥିଲା । Conclusion:ବାଇଟ : ନିରଞ୍ଜନ ବେହେରା , ଏସ୍ଡିପିଓ , ସୁନାବେଡା
........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.