ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ମକର ଉତ୍ସବ ପାଳିତ - ଶାବର ଶ୍ରୀକ୍ଷେତ୍ର କୋରାପୁଟ

ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀମନ୍ଦିରରେ ଅରୁଆ ଚାଉଳ ଓ ଅନ୍ୟାନ୍ୟ ଉପାଦାନକୁ ମିଶାଇ ସ୍ଵାଦିଷ୍ଟ ମକର ଚାଉଳ ପ୍ରସ୍ତୁତ କରାଯାଇଥିଲା। ଅଧିକ ପଢନ୍ତୁ....

ଶାବର ଶ୍ରୀକ୍ଷେତ୍ରରେ ମକର ଚାଉଳ ଓ ପହଲି ଭୋଗ ଖାଇ ମକର ଉତ୍ସବ ପାଳନ

author img

By

Published : Jan 15, 2020, 1:02 PM IST

କୋରାପୁଟ: ବୁଧବାର ପବିତ୍ର ମକର ସଂକ୍ରାନ୍ତି । ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀମନ୍ଦିରରେ ଅରୁଆ ଚାଉଳ ଓ ଅନ୍ୟାନ୍ୟ ଉପାଦାନକୁ ମିଶାଇ ସ୍ଵାଦିଷ୍ଟ ମକର ଚାଉଳ ପ୍ରସ୍ତୁତ କରାଯାଇଥିଲା। ଏହିପରି ଭାବେ ପ୍ରସ୍ତୁତ ମକର ଚାଉଳକୁ ନେଇ ମନ୍ଦିର ପରିକ୍ରମା କରିଥିଲେ ଭକ୍ତ।

ଶାବର ଶ୍ରୀକ୍ଷେତ୍ରରେ ମକର ଚାଉଳ ଓ ପହଲି ଭୋଗ ଖାଇ ମକର ଉତ୍ସବ ପାଳନ

ମା’ ମଙ୍ଗଳାଙ୍କ ଆଜ୍ଞା ମାଳ ମିଳିବା ପରେ ଏହି ପ୍ରସାଦକୁ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ ହୋଇଛି ମକର ସଂକ୍ରାନ୍ତି ।

ତେବେ ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ମନ୍ଦିରରେ ଉପଲବ୍ଧ ହେଉଥିଲା ପହଲି ଭୋଗ । ଆଉ ବୁଧବାର ଏହି ପହିଲି ଭୋଗର ଶେଷ ଦିନ ହୋଇଥିବା ଯୋଗୁଁ ଭକ୍ତଗଣ ତିନି ଠାକୁରଙ୍କୁ ଦର୍ଶନ କରିବା ସହିତ ଏହି ସ୍ବତନ୍ତ୍ର ପ୍ରସାଦ ସେବନ କରିବାର ସୁଯୋଗକୁ ହାତଛଡ଼ା କରିନଥିଲେ। ଯେଉଁ କାରଣରୁ ଏଠାର ଅନେକ ମାତ୍ରାରେ ଭିଡ ପରିଲକ୍ଷିତ ହୋଇଥିଲା ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ମକର ସଂକ୍ରାନ୍ତି । ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀମନ୍ଦିର ରେ ଅରୁଆ ଚାଉଳ ଓ ଅନ୍ୟାନ୍ୟ ଉପାଦାନ କୁ ମିଶାଇ ସ୍ଵାଦିଷ୍ଟ ମକର ଚାଉଳ ପ୍ରସ୍ତୁତ କରାଯାଇଥିଲା । ଏହି ପରି ଭାବେ ପ୍ରସ୍ତୁତ ମକର ଚାଉଳ କୁ ନେଇ ଭକ୍ତ ମନ୍ଦିର ପରିକ୍ରମା କରିଥିଲେ ।Body:ମା ମଙ୍ଗଳାଙ୍କ ଆଜ୍ଞା ମାଳ ମିଳିବା ପରେ ଏହି ପ୍ରସାଦକୁ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇ ଏକ ଆଧ୍ୟାତ୍ମିକ ପରିବେଶରେ ମକର ସଂକ୍ରାନ୍ତି କୁ ପାଳନ କରାଯାଇଛି ।ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ମନ୍ଦିରରେ ଉପଲବ୍ଧ ହେଉଥିବା ପହଲି ଭୋଗ ପ୍ରସ୍ତୁତ ହେବାର ଆଜି ଶେଷ ଦିନ ହୋଇଥିବା ଯୋଗୁଁ ଭକ୍ତ ତିନି ଠାକୁରଙ୍କୁ ଦର୍ଶନ କରିବା ସହିତ ଏହି ସ୍ୱତନ୍ତ୍ର ପ୍ରସାଦ ସେବନ କରିବାର ସୁଯୋଗକୁ ହାତଛଡ଼ା କରିନଥିଲେ ।
.......Conclusion:.......
ଶାନ୍ତାକାର୍
କୋରାପୁଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.