ETV Bharat / state

'ଆଜିବି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଯୁବଗୋଷ୍ଠୀ'

ଗାନ୍ଧିଜୀଙ୍କ ଆଦର୍ଶ ଆଜିବି ଯୁବଗୋଷ୍ଠୀଙ୍କୁ ଅନୁପ୍ରାଣିତ କରୁଛି। ସୋମବାର କୋରାପୁଟର ଆଦିବାସୀ ସଂଗ୍ରହାଳୟ ଠାରେ ଆୟୋଜିତ ହୋଇଥିବା 'ଗାନ୍ଧିବାଦର ଉପାଦେୟତା' ଶୀର୍ଷକ କାର୍ଯ୍ୟକ୍ରମରେ ଏମିତି କିଛି ମତ ପ୍ରକାଶ ପାଇଛି।

author img

By

Published : Apr 2, 2019, 3:22 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ଗାନ୍ଧିଜୀଙ୍କ ଆଦର୍ଶ ଆଜିବି ଯୁବଗୋଷ୍ଠୀଙ୍କୁ ଅନୁପ୍ରାଣିତ କରୁଛି। ସୋମବାର କୋରାପୁଟର ଆଦିବାସୀ ସଂଗ୍ରହାଳୟ ଠାରେ ଆୟୋଜିତ ହୋଇଥିବା 'ଗାନ୍ଧିବାଦର ଉପାଦେୟତା' ଶୀର୍ଷକ କାର୍ଯ୍ୟକ୍ରମରେ ଏମିତି କିଛି ମତ ପ୍ରକାଶ ପାଇଛି। ରାଜ୍ୟସ୍ତରୀୟ ଏହି ଆଲୋଚନା ଚକ୍ରରେ ଅବିଭକ୍ତ କୋରପୁଟ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଯୁବକ ଯୁବତୀଙ୍କୁ ଉଦବୋଧନ ଦେଇ ଭୁବନେଶ୍ୱରରୁ ଆସିଥିବା ବିଶିଷ୍ଟ ଗାନ୍ଧିବାଦୀ କର୍ମୀ ମଧୁସୂଦନ ଦାସ ଏହି ମତ ରଖିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ଆଜିର ଏହି କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀ ନିଜ ଜୀବନରେ ମହାତ୍ମାଗାନ୍ଧୀ ଙ୍କ ଆଦର୍ଶକୁ ଆପଣାଇବା ପାଇଁ ପ୍ରଚେଷ୍ଟା କରିବା ଦିଗରେ ଶପଥ ନେଇଥିବା ଯୋଗୁଁ ଗାନ୍ଧିବାଦର ଆଦର ବୃଦ୍ଧି ପାଉଥିବା ସ୍ପଷ୍ଟ ହେଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ବିଶିଷ୍ଟ ସର୍ବଦାୟ କର୍ମୀ ନିଶାକର ଦାସ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରି ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.