ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ପହଣ୍ଡି ବିଜେ ଆରମ୍ଭ

ଶାବର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମନ୍ଦିରର ସଭାପତି ତଥା କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଓ ଡିଆଇଜି ମନ୍ଦିର ମଧ୍ୟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

author img

By

Published : Jul 4, 2019, 1:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ରଥଯାତ୍ରା ପାଇଁ ପ୍ରସ୍ତୁତ ଶାବର ଶ୍ରୀକ୍ଷେତ୍ର । ଭକ୍ତ ଓ ଭଗବାନଙ୍କ ସହ ରଥ ଏବଂ ପଥ ବି ପ୍ରସ୍ତୁତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଶାବର ଶ୍ରୀକ୍ଷେତ୍ରରେ 3ଟି ରଥର ବ୍ୟବସ୍ଥା କରାଯାଇଛି । ସେହିପରି ମା' ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣିବାର ବ୍ୟବସ୍ଥା ରହିଛି । ଏଥିପାଇଁ ସୁଭଦ୍ରାଙ୍କ ରଥରେ ଦୁଇଜଣ ମହିଳା ଡାହୁକ ଭକ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ । ପ୍ରତ୍ୟେକ ରଥରେ ୯ଟି ଲେଖାଏଁ ପାର୍ଶ୍ଵ ଦେବତା ରଥର ସୌନ୍ଦର୍ଯ୍ୟକୁ ବୃଦ୍ଧି କରୁଛନ୍ତି ।

ତେବେ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମନ୍ଦିରରୁ ସମସ୍ତ ପାର୍ଶ୍ଵ ଦେବୀ, ଦେବତାଙ୍କୁ ସାଥିରେ ନେଇ ଭକ୍ତଙ୍କ ପାଖକୁ ଆସିବାର ପରମ୍ପରା ରହିଛି । ମନ୍ଦିରର ସଭାପତି ତଥା କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଓ ଡିଆଇଜି ମନ୍ଦିର ମଧ୍ୟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ପହଣ୍ଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଶାବର ଶ୍ରୀକ୍ଷେତ୍ର ରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥ ପଥ , ଭକ୍ତ ଓ ଜଗନ୍ନାଥ ପ୍ରସ୍ତୁତ ହୋଇସାରିଛନ୍ତି ।Body:ଚଳିତ ବର୍ଷ ପ୍ରଥମ ଥର ପାଇଁ ତିନୋଟି ରଥ ର ବ୍ୟବସ୍ଥା କରାଯାଇଥିବା ବେଳେ , ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣିବା ଓ ମହିଳା ଡାହୁକ ଭକ୍ତଙ୍କୁ ଉତ୍ସାହ ପ୍ରଦାନ କରିବା ବିଶେଷ ଆକର୍ଷଣ ସୃଷ୍ଟି କରିଛି । ପ୍ରତ୍ୟେକ ରଥରେ ୯ ଟି ଲେଖାଏଁ ପାର୍ଶ୍ଵ ଦେବତା ମଧ୍ୟ ରଥ ର ସୌନ୍ଦର୍ଯ୍ୟ କୁ ବୃଦ୍ଧି କରିଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରା ମନ୍ଦିର ରୁ ସମସ୍ତ ପାର୍ଶ୍ଵ ଦେବୀ , ଦେବତାଙ୍କୁ ସାଥିରେ ନେଇ ଭକ୍ତଙ୍କ ପାଖକୁ ଆସିବାର ପରମ୍ପରା ରହିଛି । Conclusion:ମନ୍ଦିରର ସଭାପତି ତଥା କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଓ ଡି ଆଇଜି ମନ୍ଦିର ମଧ୍ୟରେ ସ୍ୱତନ୍ତ୍ର ପୂଜାର୍ଚନା କରିବା ପରେ ପହଣ୍ଡି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
........
Byte : Keshaba Patnaik , Jagannath Sevak
...........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.