ETV Bharat / state

ସାମ୍ବାଦିକଙ୍କୁ ସୁରକ୍ଷା ଓ ପେନସନ ପ୍ରଦାନ ଦାବିରେ ପ୍ରେସ କ୍ଲବ - କୋରାପୁଟରେ ପ୍ରେସ ଦିବସ

କୋରାପୁଟ ପ୍ରେସ କ୍ଲବରେ ଜାତୀୟ ପ୍ରେସ ଦିବସ ପାଳିତ । ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବା ଓ ପେନସନ ପ୍ରଦାନ କରିବା ପାଇଁ ସମ୍ମିଳିତ ଭାବେ ପ୍ରେସ କ୍ଲବ ପକ୍ଷରୁ ଦାବି ହୋଇଛି ।

ସାମ୍ବାଦିକଙ୍କୁ ସୁରକ୍ଷା ଓ ପେନସନ ପ୍ରଦାନ ଦାବିରେ ପ୍ରେସ କ୍ଲବ

author img

By

Published : Nov 16, 2020, 8:18 PM IST

Updated : Nov 16, 2020, 10:09 PM IST

କୋରାପୁଟ: ଆଜି କୋରାପୁଟ ପ୍ରେସ କ୍ଲବରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସ କ୍ଲବର ସମସ୍ତ ସଦସ୍ୟ ଆଜିର ଦୁନିଆରେ ସାମ୍ବାଦିକର ସ୍ଥିତି ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଛନ୍ତି ।

ଏଥି ସହିତ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବା ଓ ପେନସନ ପ୍ରଦାନ କରିବା ପାଇଁ ସମ୍ମିଳିତ ଭାବେ ପ୍ରେସ କ୍ଲବ ପକ୍ଷରୁ ଦାବି ପ୍ରଦାନ କରାଯାଇଥିବା କ୍ଲବର ସଭାପତି ଭବାନୀ ଶଙ୍କର ମିଶ୍ର ଜଣାଇଛନ୍ତି ।

ସାମ୍ବାଦିକଙ୍କୁ ସୁରକ୍ଷା ଓ ପେନସନ ପ୍ରଦାନ ଦାବିରେ ପ୍ରେସ କ୍ଲବ

ଆଜି ଜାତୀୟ ପ୍ରେସ ଦିବସ । ଦେଶରେ ପ୍ରତି ବର୍ଷ ନଭେମ୍ବର 16 ତାରିଖକୁ ଜାତୀୟ ପ୍ରେସ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନ ପ୍ରେସର ସ୍ବାଧୀନତା ଓ ସମାଜ ପ୍ରତି ତାଙ୍କର କର୍ତ୍ତବ୍ୟକୁ ମନେ ପକାଇ ଦିବସର ମହତ୍ତ୍ବକୁ ଆଲୋକପାତ କରାଯାଇଥାଏ ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Nov 16, 2020, 10:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.