ETV Bharat / state

ସ୍ଵଚ୍ଛତାର ବାର୍ତ୍ତା ବାଣ୍ଟିଲେ ବନ ବିଭାଗ - forest department creats awareness

କୋରାପୁଟରେ ସ୍ବଚ୍ଛତା ଓ କୋରୋନା ସମ୍ପର୍କରେ ଜନସଚେତନତା ପାଇଁ ଲୋକନୃତ୍ୟ ଓ ସ୍ବତନ୍ତ୍ର ରଥ ପରିକ୍ରମା ମାଧ୍ୟମରେ ସଚେତନତା ସୃଷ୍ଟି କଲେ ବନ ବିଭାଗ । ଅଧିକ ପଢନ୍ତୁ...

ସ୍ଵଚ୍ଛତାର ବାର୍ତ୍ତା ବାଣ୍ଟିଲେ ବନବିଭାଗ
ସ୍ଵଚ୍ଛତାର ବାର୍ତ୍ତା ବାଣ୍ଟିଲେ ବନବିଭାଗ
author img

By

Published : Dec 27, 2020, 8:12 PM IST

କୋରାପୁଟ: ସବୁଜ ପୃଥିବୀ ସୃଷ୍ଟି ପାଇଁ ବନ ବିଭାଗର ପ୍ରୟାସ । ଆଜି(ରବିବାର) କୋରାପୁଟ ବନାଞ୍ଚଳ ବିଭାଗ ଆନୁକୂଲ୍ୟରେ କୋରାପୁଟ ସହରରେ ସ୍ବଚ୍ଛତା ଓ କୋରୋନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଇଛି । ଏହାସହ ପରିବେଶକୁ ସ୍ବଚ୍ଛ ଓ ସବୁଜ ରଖିବାକୁ ବନବିଭାଗ ଅଧିକାରୀମାନେ ଶପଥ ନେଇଛନ୍ତି ।

ସ୍ଵଚ୍ଛତାର ବାର୍ତ୍ତା ବାଣ୍ଟିଲେ ବନବିଭାଗ

ଏଥିପାଇଁ ଲୋକନୃତ୍ୟ ଓ ଆଦିବାସୀ ନୃତ୍ୟ ସହ ଏକ ସବୁଜ ରଥ ନଗର ପରିକ୍ରମା କରି ଲୋକଙ୍କୁ ସଚେତନ କରିଛି । ସେଣ୍ଟର ଫର ଏନଭରମେଣ୍ଟାଲ ଷ୍ଟଡିସ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବନାଞ୍ଚଳ ଅଧିକାରୀ ରୋହିତ କୁମାର ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.