ETV Bharat / state

କୋଟିଆରେ ଜିଲ୍ଲାପାଳଙ୍କ ଗସ୍ତ ବେଳେ ବୁଲିଲା ଆନ୍ଧ୍ରର ଭ୍ରାମ୍ୟମାଣ ଗାଡି

author img

By

Published : Dec 3, 2022, 12:37 PM IST

ପୁଣି କୋଟିଆ ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶକୁ ବଢିଛି ଚିନ୍ତା । ଆନ୍ଧ୍ର ପ୍ରଦେଶର 104 ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଗାଡ଼ିରେ ଡାକ୍ତରୀ ଟିମ୍ ରୋଗୀଙ୍କୁ ପରୀକ୍ଷା କରିବା ସହ ବଣ୍ଟନ କରିଥିଲେ ଔଷଧ । ଅଧିକ ପଢନ୍ତୁ

କୋଟିଆରେ ଜିଲ୍ଲାପାଳଙ୍କ ଗସ୍ତ, ଆନ୍ଧ୍ରର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା

କୋରାପୁଟ: ପୁଣି କୋଟିଆ ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ବଢିଛି ଚିନ୍ତା । ଏଥିପାଇଁ ଗତକାଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରୁଥିବା ସମୟରେ ଆନ୍ଧ୍ର ପ୍ରଦେଶର 104 ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ଗାଡ଼ିରେ ଡାକ୍ତରୀ ଟିମ୍ କୋଟିଆରେ ରୋଗୀଙ୍କୁ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ ।

ତେବେ ସେଠାରେ ପ୍ରାୟ 20 ଜଣଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ପରେ ଏହି ଡାକ୍ତରୀ ଦଳ ଗଞ୍ଜେଇପଦର ଠାରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲେ । ଏନେଇ ପଟ୍ଟାଙ୍ଗି ବିଡ଼ିଓ ଡାକ୍ତରୀ ଦଳକୁ ସେଠାରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରିବାକୁ ବାରଣ କରିବା ଯୋଗୁଁ ଡାକ୍ତରୀ ଦଳ ଫେରିଯାଇଥିବା ଜଣାପଡିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.