ETV Bharat / state

ସାମ୍ବାଦିକ ଅର୍ଣ୍ଣବଙ୍କ ଗିରଫ ମାମଲା, ଏବିଭିପି କୋରାପୁଟ ଶାଖାର ପ୍ରତିବାଦ

author img

By

Published : Nov 4, 2020, 10:20 PM IST

Updated : Nov 4, 2020, 10:36 PM IST

ଜାତୀୟ ଗଣମାଧ୍ୟମର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଭାବେ ଜଣାଶୁଣା ଅର୍ଣ୍ଣବ ଗୋସ୍ବାମୀଙ୍କୁ ମହାରାଷ୍ଟ୍ର ପୋଲିସ ଦ୍ବାରା ଅତର୍କିତ ଭାବେ ଗିରଫ କରାଯିବା ଘଟଣାକୁ ଅଗଣତାନ୍ତ୍ରିକ ବୋଲି କହି ଆଜି(ବୁଧବାର) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଏବିଭିପିର କୋରାପୁଟ ଶାଖା ତରଫରୁ ବିରୋଧ କରାଯାଇଛି ।

ଏବିଭିପି କୋରାପୁଟ ଶାଖାର ପ୍ରତିବାଦ
ଏବିଭିପି କୋରାପୁଟ ଶାଖାର ପ୍ରତିବାଦ

କୋରାପୁଟ: ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫ ପରେ ସାରା ଦେଶରେ ଆକ୍ରୋଶର ମାହୋଲ । ଜାତୀୟ ଗଣମାଧ୍ୟମର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଭାବେ ଜଣାଶୁଣା ଅର୍ଣ୍ଣବ ଗୋସ୍ବାମୀଙ୍କୁ ମହାରାଷ୍ଟ୍ର ପୋଲିସ ଦ୍ବାରା ଅତର୍କିତ ଭାବେ ଗିରଫ କରାଯିବା ଘଟଣାକୁ ଅଗଣତାନ୍ତ୍ରିକ ବୋଲି କହି ଆଜି(ବୁଧବାର) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଏବିଭିପିର କୋରାପୁଟ ଶାଖା ତରଫରୁ ବିରୋଧ କରାଯାଇଛି ।

ଏବିଭିପି କୋରାପୁଟ ଶାଖାର ପ୍ରତିବାଦ

ଏନେଇ କୋରାପୁଟ ସହରର ଶ୍ରୀ ଜଗନ୍ନାଥ ମନ୍ଦିର ଛକଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଛି । ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫ ଗଣତନ୍ତ୍ରର ସ୍ବାଧୀନତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ରାଜ୍ୟ ପ୍ରଶାସନର କାର୍ଯ୍ୟପ୍ରଣାଳୀକୁ ସମାଲୋଚନା କରିବା ଯୋଗୁଁ ଜଣେ ବରିଷ୍ଠ ସାମ୍ବାଦିକଙ୍କ ପ୍ରତି ଏପରି ବ୍ୟବହାର ସାମ୍ବାଦିକକତାର ଚତୁର୍ଥ ସ୍ତମ୍ଭର ସ୍ବାଧୀନତା ଉପରେ ଶକ୍ତ କୁଠାରଘାତ ହୋଇଛି ବୋଲି ସଙ୍ଗଠନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ମୃତିସୁଧା ସାହୁ କ୍ଷୋଭ ପ୍ରକାଶ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Nov 4, 2020, 10:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.