ETV Bharat / state

କୋରାପୁଟରେ ପ୍ରବଳ ବର୍ଷା: ଖୋଲିଲା ଡୁଡୁମା ଡ୍ୟାମର 3 ଗେଟ୍ - 3 gate open in duduma dam

ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ମାଛକୁଣ୍ଡ ପାୱାର ହାଉସକୁ ଜଳ ଯୋଗାଉଥିବା ଡୁଡୁମା ଡ୍ୟାମର ଆଠଟି ଗେଟ ମଧ୍ୟରୁ ୬, ୭ ଓ ୮ ନମ୍ବର ଫାଟକକୁ ୨ ଫୁଟ ଉଠାଇ ଖୋଲି ଦିଆଯାଇଛି  । ଯାହାଫଳରେ ଏହି ଡ୍ୟାମ ମଧ୍ୟରୁ ୬୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 29, 2019, 2:54 PM IST

କୋରାପୁଟ: ଲଘୁଚାପ ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ଜାରି ରହିଛି । ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ମାଛକୁଣ୍ଡ ପାୱାର ହାଉସକୁ ଜଳ ଯୋଗାଉଥିବା ଡୁଡୁମା ଡ୍ୟାମର ଆଠଟି ଗେଟ ମଧ୍ୟରୁ ୬, ୭ ଓ ୮ ନମ୍ବର ଫାଟକକୁ ୨ ଫୁଟ ଉଠାଇ ଖୋଲି ଦିଆଯାଇଛି । ଯାହାଫଳରେ ଏହି ଡ୍ୟାମ ମଧ୍ୟରୁ ୬୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଡୁଡୁମା ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୫୯୦ ଫୁଟ ଥିବାବେଳେ ସୋମବାର ସକାଳେ ଜଳସ୍ତର ୨୫୮୯ ଫୁଟରେ ପହଞ୍ଚିଥିଲା । ଏହା ଦେଖି ଡୁଡୁମା ଜଳଭଣ୍ଡାର ଫାଟକ ଖୋଲି ଦିଆଯାଇଥିଲା । ତେବେ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପକୁ ଜଳ ଯୋଗାଉଥିବା ଜଲାପୁଟ ଡ୍ୟାମରେ ଜଳସ୍ତର ବହୁତ କମ ଥିବା ଯୋଗୁଁ ବର୍ତ୍ତମାନ ବନ୍ଦ ରଖାଯାଇଥିବା ଜଣାପଡିଛି । ଜଳନିଷ୍କାସନ ଫଳରେ କିଛି କ୍ଷୟକ୍ଷତିର ସୂଚନା ନାହିଁ ।

କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ମାଛକୁଣ୍ଡ ପାୱାର ହାଉସ କୁ ଜଳ ଯୋଗାଉଥିବା ଡୁଡୁମା ଡ୍ୟାମ ର ଆଠଟି ଗେଟ ମଧ୍ୟରୁ ୬,୭ ଓ ୮ ନମ୍ବର ଫାଟକକୁ ୨ ଫୁଟ ଉଠାଇ ଖୋଲିଦିଆଗଲା ।Body:ଏହାଫଳରେ ଏହି ଡ୍ୟାମ ମଧ୍ୟରୁ ୬୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।ଡୁଡୁମା ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୫୯୦ ଫୁଟ ଥିବା ବେଳେ ଆଜି ସକାଳେ ଜଳସ୍ତର ୨୫୮୯ ଫୁଟ ରେ ପହଂଚିଯିବା ଫଳରେ ଫାଟକ ଖୋଲିଦିଆଯାଇଥିଲା ।Conclusion:ତେବେ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପକୁ ଜଳ ଯୋଗାଉଥିବା ଜଳାପୁଟ ଡ୍ୟାମ ରେ ଜଳସ୍ତର ବହୁତ କମ ଥିବା ଯୋଗୁଁ ବର୍ତମାନ ବନ୍ଦ ରଖାଯାଇଥିବା ଜଣାପଡିଛି । ଜଳନିଷ୍କାସନ ଫଳରେ କିଛି କ୍ଷୟକ୍ଷତିର ସୂଚନା ନାହିଁ ।
........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.