ETV Bharat / state

କୋରାପୁଟ ସହରରେ ଚାରିଲେନ ହେବ ଜାତୀୟ ରାଜପଥ

ଚାରି ଲେନ ହେବ କୋରାପୁଟ ସହରରେ ଜାତୀୟ ରାଜପଥ । ଜାରି ରହିଛି ଦୋକାନ ବଜାର ଉଚ୍ଛେଦ ପ୍ରକ୍ରିୟା । ଅଧିକ ପଢନ୍ତୁ...

ଚାରି ଲେନ ହେବ କୋରାପୁଟ ସହରରେ ଜାତୀୟ ରାଜପଥ
ଚାରି ଲେନ ହେବ କୋରାପୁଟ ସହରରେ ଜାତୀୟ ରାଜପଥ
author img

By

Published : Sep 4, 2021, 9:16 AM IST

କୋରାପୁଟ: ଚାରି ଲେନ ହେବ କୋରାପୁଟ ସହରରେ ଜାତୀୟ ରାଜପଥ । ଚାରି ଲେନ ବିଶିଷ୍ଟ ରାସ୍ତା କରିବା ପାଇଁ କୋରାପୁଟ ପୌର ପରିଷଦ ଦ୍ୱାରା ରାସ୍ତାର ଦୁଇପାର୍ଶ୍ୱରେ ଥିବା ଦୋକାନ ବଜାରକୁ ଉଚ୍ଛେଦ କରାଯାଇଛି । ସହର ମଧ୍ୟରେ ଥିବା ସମ୍ପୂର୍ଣ ଜାତୀୟ ରାଜପଥକୁ ପ୍ରଶସ୍ତ କରିବାର ଯୋଜନା ରହିଛି ।

ଚାରି ଲେନ ହେବ କୋରାପୁଟ ସହରରେ ଜାତୀୟ ରାଜପଥ

ଜାତୀୟ ରାଜପଥ ବିଭାଗ ସଦର ପୋଲିସ ଷ୍ଟେସନ ନିକଟରୁ କଳାନିକେତନ ଛକ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ କରିବ ବୋଲି ପୌର ଅଧିକାରୀ ଜଣାଇଛନ୍ତି । ତେବେ ଏହି ରାସ୍ତାକଡରେ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.