ETV Bharat / state

ଜୋରସୋରରେ ଚାଲିଛି ଶାବର ଶ୍ରୀକ୍ଷେତ୍ରରେ ପାର୍ଶ୍ଵ ଦେବତାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ - festival

ଶେଷ ପର୍ଯ୍ୟାୟରେ ଶାବର ଶ୍ରୀକ୍ଷେତ୍ରର ରଥରେ ଅବସ୍ଥାନ କରିବାକୁ ଥିବା ପାର୍ଶ୍ଵ ଦେବତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ। ତିନିରଥରେ ଶୋଭା ବଢାଇବା ପାଇଁ ଥିବା ପାର୍ଶ୍ଵ ଦେବତା, ଅଶ୍ୱ ଓ ସାରଥିଙ୍କ ନିର୍ମାଣ କାର୍ଯ୍ୟ ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆଖିରେ ରଖି ଜୋରସୋରରେ ଆଗେଇ ଚାଲିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କୋରାପୁଟ
author img

By

Published : Jun 24, 2019, 5:48 AM IST

କୋରାପୁଟ: ଶେଷ ପର୍ଯ୍ୟାୟରେ ଶାବର ଶ୍ରୀକ୍ଷେତ୍ରର ରଥରେ ଅବସ୍ଥାନ କରିବାକୁ ଥିବା ପାର୍ଶ୍ଵ ଦେବତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ। ବର୍ତ୍ତମାନ ତିନି ଠାକୁର ମୁଖ୍ୟ ମନ୍ଦିରରେ ଆଦିବାସୀ ସେବକଙ୍କ ଦ୍ୱାରା ସେବା ପାଉଛନ୍ତି । ଏହି ସମୟରେ ସାଧାରଣ ଭକ୍ତଜନ ମୁଖ୍ୟ ମନ୍ଦିରର ମୁଖଶାଳାରେ ପଟି ଦିଅଁଙ୍କ ଦର୍ଶନ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

ଅନ୍ୟପଟେ ତିନିରଥରେ ଶୋଭା ବଢାଇବା ପାଇଁ ଥିବା ପାର୍ଶ୍ଵ ଦେବତା, ଅଶ୍ୱ ଓ ସାରଥିଙ୍କ ନିର୍ମାଣ କାର୍ଯ୍ୟ ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆଖି ଆଗରେ ରଖି ଜୋରସୋରରେ ଚାଲିଥିବା ମନ୍ଦିରର ଶିଳ୍ପୀ ଖଗେଶ୍ୱର ବେହେରା କହିଛନ୍ତି ।

ଘୋଡା ଓ ସାରଥିଙ୍କ କାର୍ଯ୍ୟ ରଘୁରାଜପୁରର ଶିଳ୍ପୀ କରିଥିବା ବେଳେ ରଥର ପାର୍ଶ୍ଵ ଦେବତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଛତିଶଗଡ଼ର ଶିଳ୍ପୀ ସମ୍ପନ୍ନ କରୁଛନ୍ତି । ତେବେ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ କଦମ୍ବ ବୃକ୍ଷ ତଳେ ଛତିଶଗଡ଼ର ଶିଳ୍ପୀଙ୍କ ଦ୍ୱାରା ଚାଲିଥିବା ରାଧାକୃଷ୍ଣଙ୍କ ମୂର୍ତ୍ତି ନିର୍ମାଣ ସମସ୍ତଙ୍କୁ ଆକର୍ଷିତ କରିଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଶାବର ଶ୍ରୀକ୍ଷେତ୍ର ରେ ରଥରେ ଅବସ୍ଥାନ କରିବାକୁ ଥିବା ପାର୍ଶ୍ଵ ଦେବତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି ।Body:ବର୍ତମାନ ତିନି ଠାକୁର ମୁଖ୍ୟମନ୍ଦିରରେ ଆଦିବାସୀ ସେବକଙ୍କ ଦ୍ୱାରା ସେବା ପାଉଥିବା ସମୟରେ ସାଧାରଣ ଭକ୍ତଜନ ମୁଖ୍ୟ ମନ୍ଦିରର ମୁଖଶାଳାରେ ପଟି ଦିଅଁଙ୍କ ଦର୍ଶନ କରିବା ସହ ତିନିରଥ ରେ ଶୋଭା ପାଇବାକୁ ଥିବା ପାର୍ଶ୍ଵ ଦେବତା , ଅଶ୍ୱ ଓ ସାରଥିଙ୍କ କାର୍ଯ୍ୟ ଶ୍ରୀଗୁଣ୍ଡିଚା ଯାତ୍ରା କୁ ଆଖି ଆଗରେ ରଖି ଜୋରସୋରରେ ଚାଲିଥିବା ମନ୍ଦିରର ଶିଳ୍ପୀ ଖଗେଶ୍ୱର ବେହେରା ଜଣାଇଛନ୍ତି ।Conclusion:ଘୋଡା ଓ ସାରଥିଙ୍କ କାର୍ଯ୍ୟ ରଘୁରାଜପୁରର ଶିଳ୍ପୀ କରିଥିବା ବେଳେ ରଥର ପାର୍ଶ୍ଵ ଦେବତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଛତିଶଗଡ଼ର ଶିଳ୍ପୀ ସଂପନ୍ନ କରୁଛନ୍ତି । ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ କଦମ୍ବ ବୃକ୍ଷ ତଳେ ରାଧାକୃଷ୍ଣ ଙ୍କ ମୂର୍ତି ସ୍ଥାପନା କରିବା ପାଇଁ ଛତିଶଗଡ଼ ର ଶିଳ୍ପୀଙ୍କ ଦ୍ୱାରା ଚାଲିଥିବା କାଳାତ୍ମକ କାର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି ।
.........
Byte : Khageswar Behera , Artist from Koraput
Byte : Parsuram , Artist from Chattisgarh
.........
ଶାନ୍ତାକାର
କୋରପୁଟ
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.