ETV Bharat / state

କୋରାପୁଟରେ 'ଫନି' ପ୍ରଭାବ: ଅରେଞ୍ଜ ୱାର୍ଣ୍ଣିଂ ଜାରି

ସାରା ରାଜ୍ୟକୁ ଏବେ 'ଫନି' ଭୟ। ବାତ୍ୟାକୁ ମୁକାବିଲା କରିବାକୁ ସରକାର ପ୍ରସ୍ତୁତ ରହିଥିବା ବେଳେ ଏହି କ୍ରମରେ କୋରାପୁଟ ପାଇଛି ଅରେଞ୍ଜ ଷ୍ଟାଟସ। ଏହି ଷ୍ଟାଟସ ଅନୁଯାୟୀ ଜିଲ୍ଲା ପ୍ରଶାସନ ନିଜକୁ ପ୍ରସ୍ତୁତ କରିଥିବା କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଜଣାଇଛନ୍ତି ।

author img

By

Published : May 2, 2019, 6:32 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ସାରା ରାଜ୍ୟକୁ ଏବେ 'ଫନି' ଭୟ। ବାତ୍ୟାକୁ ମୁକାବିଲା କରିବାକୁ ସରକାର ପ୍ରସ୍ତୁତ ରହିଥିବା ବେଳେ ଏହି କ୍ରମରେ କୋରାପୁଟ ପାଇଛି ଅରେଞ୍ଜ ଷ୍ଟାଟସ। ଏହି ଷ୍ଟାଟସ ଅନୁଯାୟୀ ଜିଲ୍ଲା ପ୍ରଶାସନ ନିଜକୁ ପ୍ରସ୍ତୁତ କରିଥିବା କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ପଞ୍ଚାୟତ ସ୍ତରରେ ଅଧିକାରୀ ମାନେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ପରିସ୍ଥିତି ପ୍ରତି ଅନୁଧ୍ୟାନ କରୁଥିବା ସହିତ ମାଇକ ଯୋଗେ ଲୋକଙ୍କୁ ସଜାଗ ରହିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ଆସନ୍ତାକାଲି ବାତ୍ୟା 'ଫନି' ତାର ପ୍ରଭାବ ପକାଇବାର ସମ୍ଭାବନା ଥିବା ଯୋଗୁଁ ଜରୁରୀକାଳୀନ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ରୁମ ଖୋଲାଯାଇଥିବା ସେ ସୂଚନା ଦେଇଛନ୍ତି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

କୋରାପୁଟରେ ପଡିବ 'ଫନି'ର ପ୍ରଭାବ: ଅରେଞ୍ଜ ୱାର୍ଣ୍ଣିଂ ଜାରି

କୋରାପୁଟ: ସାରା ରାଜ୍ୟକୁ ଏବେ 'ଫନି' ଭୟ। ବାତ୍ୟାକୁ ମୁକାବିଲା କରିବାକୁ ସରକାର ପ୍ରସ୍ତୁତ ରହିଥିବା ବେଳେ ଏହି କ୍ରମରେ କୋରାପୁଟ ପାଇଛି ଅରେଞ୍ଜ ଷ୍ଟାଟସ। ଏହି ଷ୍ଟାଟସ ଅନୁଯାୟୀ ଜିଲ୍ଲା ପ୍ରଶାସନ ନିଜକୁ ପ୍ରସ୍ତୁତ କରିଥିବା କୋରାପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଜଣାଇଛନ୍ତି । 

ପଞ୍ଚାୟତ ସ୍ତରରେ ଅଧିକାରୀ ମାନେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ପରିସ୍ଥିତି ପ୍ରତି ଅନୁଧ୍ୟାନ କରୁଥିବା ସହିତ ମାଇକ ଯୋଗେ ଲୋକଙ୍କୁ ସଜାଗ ରହିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ଆସନ୍ତାକାଲି ବାତ୍ୟା 'ଫନି' ତାର ପ୍ରଭାବ ପକାଇବାର ସମ୍ଭାବନା ଥିବା ଯୋଗୁଁ  ଜରୁରୀକାଳୀନ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ରୁମ ଖୋଲାଯାଇଥିବା ସେ ସୂଚନା ଦେଇଛନ୍ତି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.