ETV Bharat / state

ଦୁରୁଆ ନୃତ୍ୟର ପୁନଃରୁଦ୍ଧାର ପାଇଁ ପ୍ରୟାସ, ଉଦଘାଟିତ ହେଲା ପ୍ରଶିକ୍ଷଣ କେନ୍ଦ୍ର - କୋରାପୁଟରେ ଦୁରୁଆ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

କୋରାପୁଟ ଜିଲ୍ଲାରେ ଓଡିଶୀ ନୃତ୍ୟର ପ୍ରଚାର, ପ୍ରସାର ସମେତ ଦୁରୁଆ ନୃତ୍ୟ ଭଳି ଲୁପ୍ତ ହୋଇଆସୁଥିବା ପାରମ୍ପରିକ ଲୋକ ସଂସ୍କୃତିର ପୁନରୁଦ୍ଧାର କରିବାକୁ ପ୍ରୟାସ କରାଯାଉଛି । ଏଥିଲାଗି ଜିଲ୍ଲାରେ ସଂସ୍କୃତି ଭବନଠାରେ ଓଡିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଓଡିଶୀ ଓ ଦୁରୁଆ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

author img

By

Published : Sep 20, 2020, 9:42 PM IST

କୋରାପୁଟ: ଜିଲ୍ଲାରେ ଓଡିଶୀ ନୃତ୍ୟର ପ୍ରଚାର, ପ୍ରସାର ସମେତ ଦୁରୁଆ ନୃତ୍ୟ ଭଳି ଲୁପ୍ତ ହୋଇଆସୁଥିବା ପାରମ୍ପରିକ ଲୋକ ସଂସ୍କୃତିର ପୁନରୁଦ୍ଧାର ନିମନ୍ତେ ଛୋଟିଆ ପ୍ରୟାସ । କୋରାପୁଟ ସଂସ୍କୃତି ଭବନଠାରେ ଓଡିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଶିକ୍ଷଣ କେନ୍ଦ୍ର ତଥା ଗୁପ୍ତେଶ୍ଵର ନିକଟ ସୋରିଷପଦର ଗ୍ରାମରେ ଦୁରୁଆ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରବିବାର ଉଦ୍ଘାଟିତ ହୋଇଯାଇଛି ।

ଓଡିଶୀ ଓ ଦୁରୁଆ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପ୍ରଶିକ୍ଷଣ କେନ୍ଦ୍ର ଗୁଡିକରେ ଗୁରୁଙ୍କୁ ପାରିଶ୍ରମିକ ଓ ଶିଷ୍ୟଙ୍କୁ ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ପ୍ରତି ସପ୍ତାହରେ ଦୁଇ ଦିନ ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ କେନ୍ଦ୍ର ଗୁଡିକର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ମଧ୍ୟ କିଛି ଅର୍ଥ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.