ETV Bharat / state

କୋରାପୁଟରେ 5000 ହେକ୍ଟର କଫି ଚାଷ କରାଯିବ: ମୁଖ୍ୟମନ୍ତ୍ରୀ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବର୍ତ୍ତମାନ ସମଗ୍ର ଭାରତ ତଥା ବିଶ୍ଵସ୍ତରରେ ଖ୍ୟାତି ଅର୍ଜନ କରିଛି କୋରାପୁଟ କଫି । ଆସନ୍ତା ପାଞ୍ଚ ବର୍ଷରେ 5000 ହେକ୍ଟର ଜମିରେ କଫି ଚାଷ କରାଯିବ (coffee cultivation on 5000 hectare land) ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

କୋରାପୁଟରେ 5000 ହେକ୍ଟର କଫି ଚାଷ କରାଯିବ:ମୁଖ୍ୟମନ୍ତ୍ରୀ

author img

By

Published : Nov 27, 2021, 5:38 PM IST

କୋରାପୁଟ : ସମଗ୍ର ଭାରତ ତଥା ବିଶ୍ଵସ୍ତରରେ ଖ୍ୟାତି ଅର୍ଜନ କରିଛି କୋରାପୁଟ କଫି (Koraput coffee) । ଜିଲ୍ଲାରେ ନିଜସ୍ଵ ଉଦ୍ୟମରେ କଫି ଉଦ୍ୟୋଗୀମାନେ ଉନ୍ନତ ବଜାରରେ କଫି ମଞ୍ଜି ବିକ୍ରୟ କରିବାରେ ସମର୍ଥ ହେଉଛନ୍ତି । ଅନେକ ଆଦିବାସୀ ଚାଷୀ ଏଥିରୁ ଉପକୃତ ହୋଇପାରିଛନ୍ତି ।

କୋରାପୁଟରେ 5000 ହେକ୍ଟର କଫି ଚାଷ କରାଯିବ:ମୁଖ୍ୟମନ୍ତ୍ରୀ

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 5000 ହେକ୍ଟର ଜମିରେ କଫି ଚାଷ (coffee cultivation on 5000 hectare land ) କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ ଏଭଳି ଘୋଷଣା କରିଥିଲେ ।

ଜିଲ୍ଲାରେ କଫିର ଚାହିଦା ଵୃଦ୍ଧି ପାଇଥିବା ଯୋଗୁଁ ବର୍ତ୍ତମାନ 1700 ହେକ୍ଟର ଜମିରେ କଫି ଚାଷ କରାଯାଉଥିବା ବେଳେ ଆସନ୍ତା 3 ରୁ 5 ବର୍ଷ ମଧ୍ୟରେ 5000 ହେକ୍ଟର ଜମିରେ କଫି ଚାଷ କରାଯିବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.