ETV Bharat / state

କୋରାପୁଟ ଅପହଞ୍ଚ ଇଲାକାର ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ ସେବା - Bike ambulance service

ଆମ୍ବୁଲାନ୍ସ ଅଭାବରୁ ମହିଳାମାନଙ୍କୁ କାନ୍ଧରେ, ଖଟରେ, ବେତା ଟୋକେଇରେ ବୁହା ହୋଇ ଆସୁଥିବା ଅନେକ ଘଟଣା ସାମ୍ନାକୁ ଆସିଛି । ତେବେ ଏନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆଠଟି ବାଇକ ଆମ୍ବୁଲାନ୍ସ ସେବା ଅପହଞ୍ଚ ଅଞ୍ଚଳ ପାଇଁ ଯୋଗାଇଛନ୍ତି । ଅଧିକ ପଢନ୍ତୁ...

Bike ambulance service was started in the inaccessible area of Koraput
କୋରାପୁଟ ଅପହଞ୍ଚ ଇଲାକାର ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ ସେବା
author img

By

Published : Sep 17, 2020, 7:07 AM IST

କୋରାପୁଟ: ଆମ୍ବୁଲାନ୍ସ ଅଭାବରୁ ମହିଳାମାନଙ୍କୁ କାନ୍ଧରେ, ଖଟରେ, ବେତା ଟୋକେଇରେ ବୁହା ହୋଇ ଆସୁଥିବା ଘଟଣା ପ୍ରତିଦିନ କବର କାଗଜରେ ପୃଷ୍ଠା ମଣ୍ଡନ କରୁଛି । ସେହିପରି ରାଜ୍ୟର ମହିଳାମାନେ ନାଳରେ, ପୋଲ ତଳେ, ଅଟୋରେ, ରାସ୍ତା କଡରେ, ଖୋଲା ଆକାଶ ତଳେ ପ୍ରସବ କରିବା ଅନେକ ଘଟଣା ସାମ୍ନାକୁ ଆସିଛି । ତେବେ ଏବଳି ଘଟଣା ବାରମ୍ବାର ଲୋକଲୋଚନକୁ ଆସିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ଆଠଟି ବାଇକ ଆମ୍ବୁଲାନ୍ସ ସେବା ଅପହଞ୍ଚ ଅଞ୍ଚଳ ପାଇଁ ଯୋଗାଇଛନ୍ତି ।

କୋରାପୁଟ ଅପହଞ୍ଚ ଇଲାକାର ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ ସେବା

କେନ୍ଦ୍ରୀୟ ଅନୁଦାନର ସହାୟତାରେ ଏହି ବାଇକ ଆମ୍ବୁଲାନ୍ସ ସେବା ଗ୍ରାମ୍ୟ ସ୍ତରରେ ପହଞ୍ଚାଇବା ପାଇଁ ପଦକ୍ଷେପ ନେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା ଜଣାଇଛନ୍ତି ।

କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.