ETV Bharat / state

ଅଭିଯୁକ୍ତ ଆତ୍ମହତ୍ୟା ଘଟଣା: ଏଏସଆଇ ଓ କନଷ୍ଟେବଳ ନିଲମ୍ବିତ - କୋରାପୁଟ

ଜୟପୁର ସଦର ଥାନା ହାଜତରେ ଅଭିଯୁକ୍ତ ଆତ୍ମହତ୍ୟା ଘଟଣାରେ ଥାନାରେ କାର୍ଯ୍ୟରତ ଏଏସଆଇ ସପନ ସରକାର ଓ କନଷ୍ଟେବଳ ଡି.କେ.ମାଝୀଙ୍କୁ ସସପେଣ୍ଡ କରାଯାଇଥିବା କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ଆତ୍ମହତ୍ୟା ଘଟଣା:ଏଏସଆଇ ଓ କନଷ୍ଟେବଳ ନିଲମ୍ବିତ

author img

By

Published : Aug 31, 2020, 3:01 PM IST

କୋରାପୁଟ: ଅଭିଯୁକ୍ତ ଆତ୍ମହତ୍ୟା ଘଟଣାରେ ଏଏସଆଇ ଏବଂ କନେଷ୍ଟବଳ ନିଲମ୍ବିତ । ଜୟପୁର ସଦର ଥାନା ହାଜତରେ ଅଭିଯୁକ୍ତ ଆତ୍ମହତ୍ୟା ଘଟଣାରେ ଥାନାରେ କାର୍ଯ୍ୟରତ ଏଏସଆଇ ସପନ ସରକାର ଓ କନଷ୍ଟେବଳ ଡି.କେ.ମାଝୀଙ୍କୁ ସସପେଣ୍ଡ କରାଯାଇଥିବା କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ଆତ୍ମହତ୍ୟା ଘଟଣା:ଏଏସଆଇ ଓ କନଷ୍ଟେବଳ ନିଲମ୍ବିତ

ସୂଚନା ଅନୁଯାୟୀ, ରବିବାର ଜୟପୁର ସଦର ଥାନା ହାଜତରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା ଗୋପାଳ ରାମ ନାମକ ରାଜସ୍ଥାନର ଏକ ଅଭିଯୁକ୍ତ ଆତ୍ମହତ୍ୟା କରିଥିଲେ । ଏହି ମାମଲାରେ ସୋମବାର ଥାନାରେ କାର୍ଯ୍ୟରତ ଏଏସଆଇ ସପନ ସରକାର ଓ କନଷ୍ଟେବଲ ଡି.କେ.ମାଝୀଙ୍କୁ ନିଲମ୍ବିତ କରାଯାଇଥିବା କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ଜଣାଇଛନ୍ତି ।

ବର୍ତ୍ତମାନ ଥାନାର ଦାୟିତ୍ବରେ ରହି ଆର.ଏନ.ମାଝୀ ତଦନ୍ତ କରିବାର ନିର୍ଦ୍ଦେଶ ଥିବାବେଳେ ସେହି ଥାନାର ଆଇଆଇସି ଆଦିତ୍ୟ ମହାକୁଡଙ୍କୁ ପୋଲିସ ଜିଲ୍ଲା କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

କୋରାପୁଟରୁ ସି. ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.