ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ଅଳାଁ ନବମୀ: ଦେଶୀ ଅଳାଁ ମାଳରେ ଦର୍ଶନ ଦେଲେ ତିନି ଠାକୁର - anla navami celebrates

ଶାବର ଶ୍ରୀକ୍ଷେତ୍ରରେ ପାଳିତ ହେଲା ପବିତ୍ର ଅଳାଁ ନବମୀ । ଦେଶୀ ଅଳାଁ ମାଳାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ସେପଟେ ରାଧାପାଦ ଦର୍ଶନ ଲାଗି ଭକ୍ତଙ୍କ ଗହଳଚହଳି ।

ଶାବର ଶ୍ରୀକ୍ଷେତ୍ରରେ ଅଳାଁ ନବମୀ
author img

By

Published : Nov 5, 2019, 1:48 PM IST

କୋରାପୁଟ: ଆଜି ପବିତ୍ର ଅଳାଁ ନବମୀରେ ଚଳଚଞ୍ଚଳ ଶାବର ଶ୍ରୀକ୍ଷେତ୍ର । ସକାଳ ପହରରୁ ଭକ୍ତ ଦେଶୀ ଅଳାଁ ମାଳାରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଥିସହ ମନ୍ଦିର ବେଢାରେ ପୂଜା ପାଉଥିବା ଶ୍ରୀଲକ୍ଷ୍ମୀ ନୃସିଂହ ମନ୍ଦିରରେ ରାଧାପାଦ ଦର୍ଶନ କରି ଭକ୍ତ କୃତାର୍ଥ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଚଳିତ ବର୍ଷ ନୂତନ ଭାବେ ମନ୍ଦିର ପରିସରରେ କାଠରେ ତିଆରି ରାଧାକୃଷ୍ଣଙ୍କ ଦୁଇଟି ବିଶାଳ ଯୁଗଳ ମୂର୍ତ୍ତି ସ୍ଥାପନା କରିଛନ୍ତି । ଆଉ ପବିତ୍ର ନବମୀ ଅବସରରେ ତାଙ୍କୁ ମୁକ୍ତ ଆକାଶ ତଳେ ଦର୍ଶନ କରି ଭକ୍ତଙ୍କ ମଧ୍ୟରେ ଆନନ୍ଦର ମାତ୍ରା ବୃଦ୍ଧି ପାଇଛି ।

କୋରାପୁଟରୁ ସି.ଏଚ. ଶାନ୍ତାକାର ଇଟିଭି ଭାରତ

Intro:ଆଜି ପବିତ୍ର ଅଁଳା ନବମୀ ଅବସରରେ ଶାବର ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ସକାଳ ପହରରୁ ଭକ୍ତ ଦେଶୀ ଅଁଳା ର ମାଳାରେ ସଜ୍ଜିତ ମହାପ୍ରଭୁ ଜଗନ୍ନାଥ ,ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ମନ୍ଦିର ମଧ୍ୟରେ ଦର୍ଶନ କରିଛନ୍ତି ।Body:ଏଥି ସହ ମନ୍ଦିର ବେଢାରେ ପୂଜା ପାଉଥିବା ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ମଧ୍ୟରେ ରାଧାପାଦ ଦର୍ଶନ କରି ଭକ୍ତ କୃତାର୍ଥ ହୋଇଛନ୍ତି । ଚଳିତ ବର୍ଷ ନୂତନ ଭାବେ ମନ୍ଦିର ପରିସରରେ କାଠରେ ତିଆରି ରାଧାକୃଷ୍ଣ ଙ୍କ ଦୁଇଟି ବିଶାଳ ଯୁଗଳ ମୂର୍ତି ସ୍ଥାପନା କରାଯାଇଥିବା ଯୋଗୁଁ ଆଜିର ଦିନରେ ତାଙ୍କୁ ମୁକ୍ତ ଆକାଶ ତଳେ ଦର୍ଶନ କରି ଭକ୍ତଙ୍କ ମଧ୍ୟରେ ଆନନ୍ଦର ମାତ୍ରା ବୃଦ୍ଧି ପାଇଛି ।Conclusion:.........
Byte :ଭକ୍ତ
P2C : Santakar
..........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.