ETV Bharat / state

ଆନ୍ଧ୍ର-ଓଡିଶା ସୀମା ବିବାଦ, ଆଜି ଜନପ୍ରତିନିଧିଙ୍କ ବୈଠକ

author img

By

Published : Jan 4, 2021, 12:52 PM IST

ଆଜି ଆନ୍ଧ୍ର-ଓଡିଶା ସୀମା ବିବାଦ ଉପରେ ଆଜି ହେବ ଆଲୋଚନା । ଆନ୍ଧ୍ର ଓଡିଶା ସୀମାନ୍ତ ସମ୍ବାଇ ନିକ଼ଟରେ ଜନ ପ୍ରତିନିଧିମାନଙ୍କ ମଧ୍ୟରେ ବସିବ ବୈଠକ । ଅଧିକ ପଢନ୍ତୁ..

ଆଜି ଜନପ୍ରତିନିଧିମାନଙ୍କ ହେବ ବୈଠକ
ଆଜି ଜନପ୍ରତିନିଧିମାନଙ୍କ ହେବ ବୈଠକ

କୋରାପୁଟ: ଆଜି ଆନ୍ଧ୍ର-ଓଡିଶା ସୀମା ବିବାଦ ସମାଧାନ ଉଦ୍ୟମ । ଆନ୍ଧ୍ର ଓଡିଶା ସୀମାନ୍ତ ସମ୍ବାଇ ଠାରେ ଜନପ୍ରତିନିଧି ମାନଙ୍କ ମଧ୍ୟରେ ବସିପାରେ ବୈଠକ । ଏହି ଆଲୋଚନାରେ କୋରାପୁଟ, ଲକ୍ଷ୍ମୀପୁର, ପଟାଙ୍ଗୀ ବିଧାୟକ, କୋରାପୁଟ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ସମେତ ବିହନ ନିଗମ ଅଧ୍ୟକ୍ଷ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ବି ଉପସ୍ଥିତ ରହିବେ ।

ଆଜି ଜନପ୍ରତିନିଧିମାନଙ୍କ ହେବ ବୈଠକ

ସମ୍ବାଇ ପଞ୍ଚାୟତ ବାସିନ୍ଦାଙ୍କ ସହ ସେମାନେ ଆଲୋଚନା କରିବେ । ତାଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସାମିଲ ରହିବେ ବୋଲି କହିଛନ୍ତି ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ ଜଣାଇଛନ୍ତି ।

ଅକ୍ଟୋବର 10 ତାରିଖରେ ସମ୍ବାଇ ପଞ୍ଚାୟତର ସୁନାବେଡା, ଜାମୁଗୁଡା ଗ୍ରାମବାସୀଙ୍କ ସହ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ରହୁଥିବା କୋଇଲାପୁଟ, ବଡ ଡେକାପାଡୁ ସମେତ 5 ଖଣ୍ଡ ଗାଁରେ ଜଙ୍ଗଲ ଜମିକୁ ନେଇ ବିବାଦ ଦେଖାଦେଇଥିଲା ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.