ETV Bharat / state

ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ଏବିଭିପିର ବିରୋଧ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ - ABVP opposes university law amendment in koraput

କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି ଆଣିବା ପାଇଁ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିବାକୁ ଯାଉଛନ୍ତି । ଓଡ଼ିଶାରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ପରିଚାଳନାରେ ରାଜନୈତିକ ହସ୍ତକ୍ଷେପକୁ ବିସ୍ତାର କରିବା ନିମନ୍ତେ ପ୍ରୟାସ କରୁଥିବା ଅଭିଯୋଗ କରିଛି ଏବିଭିପି । ଅଧିକ ପଢନ୍ତୁ...

ABVP opposes university law amendment in koraput
ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ଏବିଭିପିର ବିରୋଧ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
author img

By

Published : Sep 10, 2020, 9:33 PM IST

କୋରାପୁଟ: କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ପ୍ରଗତି ଆଣିବା ପାଇଁ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିବାକୁ ଯାଉଛନ୍ତି । ଓଡ଼ିଶାରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ପରିଚାଳନାରେ ରାଜନୈତିକ ହସ୍ତକ୍ଷେପକୁ ବିସ୍ତାର କରିବା ନିମନ୍ତେ ପ୍ରୟାସ କରୁଥିବା ଅଭିଯୋଗ କରିଛି ଏବିଭିପି ।

ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ଏବିଭିପିର ବିରୋଧ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ରାଜ୍ୟ ସରକାରଙ୍କ ଦ୍ବାରା ଅଣାଯାଉଥିବା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ବିରୋଧ କରି ଏବିଭିପି ଦ୍ୱାରା ଗୁରୁବାର କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ଏପରି ଏକ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରିଥିବା ଯୋଗୁଁ ଏହାକୁ ବିରୋଧ କରାଯାଉଥିବା ଏବିଭିପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ମୃତି ସୁଧା ସାହୁ ଜଣାଇଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.