ETV Bharat / state

ଅଦା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ, ତିନି ଅଟକ

author img

By

Published : Feb 25, 2021, 7:00 AM IST

କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ ଗୋଟିଏ ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତିନିଜଣଙ୍କୁ କାବୁ କଲା ପୋଲିସ । ଅଧିକ ପଢନ୍ତୁ...

ଅଦା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ
ଅଦା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ

କୋରାପୁଟ: ଗଞ୍ଜେଇ ବେପାରୀଙ୍କ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ କାବୁ କଲା ପୋଲିସ । ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟର ଲମାତପୁଟ ଅଞ୍ଚଳରେ ।

ଅଦା ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ

ସୂଚନାଅନୁସାରେ, ଲମତାପୁଟରୁ ଜୟପୁର ଦେଇ ଉତ୍ତରପ୍ରଦେଶକୁ ଏକ ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିଲେ ଗଞ୍ଜେଇ ବେପାରୀ । ଜୟପୁର ସଦର ପୋଲିସ ଟ୍ରକଟିକୁ ଜବତ କରିଛି । 500 କିଲୋଗ୍ରମାର ଗଞ୍ଜେଇ ଜବତ କରିଛି ପୋଲିସ । ଏହି ଘଟଣାରେ ପୋଲିସ ତିନିଜଣଙ୍କୁ ଅଟକ ରଖିଛି ସୂଚନା ମିଳିଛି । ଅନ୍ୟ କେଉଁ ସ୍ଥାନରେ ଏପରି ବେଆଇନ ଗଞ୍ଜେଇ ବେପାର ଚାଲିଛି ତାର ତଦନ୍ତ ଜାରି ରଖିଛି ପୋଲିସ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.