ETV Bharat / state

ପଣ୍ଡ ହେଲା ଗଞ୍ଜେଇ ଚାଲାଣ କାରବାର, ଜଣେ ଗିରଫ - illigal ganja seized

କୋରାପୁଟ ପୋଲିସକୁ ସଫଳତା । ଗୋଟିଏ ଦିନରେ ଜିଲ୍ଲାର ଦୁଇଟି ଦୁଇଟି ଜାଗାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି ଜିଲ୍ଲା ପୋଲିସ । ଅଧିକ ପଢନ୍ତୁ...

ପଣ୍ଡ ହେଲା ଗଞ୍ଜେଇ ଚାଲାଣ କାରବାର
ପଣ୍ଡ ହେଲା ଗଞ୍ଜେଇ ଚାଲାଣ କାରବାର
author img

By

Published : Jan 15, 2021, 1:43 PM IST

କୋରାପୁଟ: ଗୋଟିଏ ଦିନରେ ଜିଲ୍ଲା ପୋଲିସକୁ ଦୁଇ ଦୁଇଟି ସଫଳତା । ରାତି ନ ପାହୁଣୁ ଜିଲ୍ଲାରେ ପୁଣି ଗଞ୍ଜେଇ କାରବାରକୁ ପଣ୍ଡ କଲା ପୋଲିସ । ପଟ୍ଟାଙ୍ଗି ଓ ସେମିଳିଗୁଡା ଜାତୀୟ ରାଜପଥ ଚିରାଗ ଢାବା ନିକଟରୁ 229 କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ଜଣେ ଗିରଫ ।

ପଣ୍ଡ ହେଲା ଗଞ୍ଜେଇ ଚାଲାଣ କାରବାର

ସୂଚନାଅନୁସାରେ, ପଟ୍ଟାଙ୍ଗି ଓ ସେମିଳିଗୁଡା ଜାତୀୟ ରାଜପଥ ନିକଟ ଚିରାଗ ଢାବା ନିକଟରେ ଏକ ବୋଲେରୋରୁ 229କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ସେମିଳିଗୁଡା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏ ଘଟଣାରେ ଜଣଙ୍କୁ ଅଟକ ରଖିବା ସହତି ତଦନ୍ତ ଜାରି ରଖିଛି ପୋଲିସ ।

ପ୍ରକାଶ ଥାଉ କି,ଗୁରୁବାର ରାତିରେ ଜିଲ୍ଲାର ଲମତାପୁଟ ଓ ମାଛକୁଣ୍ଡ ପୋଲିସର ପାଟ୍ରୋଲିଂ ସମୟରେ 4ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିଲା ପୋଲିସ । ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

କୋରୋପୁଟରୁ ସି. ଏଚ.ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.