ETV Bharat / state

କୋରାପୁଟରୁ 11 ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଗିରଫ

author img

By

Published : Nov 3, 2019, 9:07 PM IST

କୋରାପୁଟ ଟାଉନ ଥାନା ପୋଲିସ 11ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏମାନେ ଦାଦନ ଖଟିବାକୁ ନବରଙ୍ଗପୁରରୁ ବିଶାଖାପାଟଣା ଯାଉଥିଲେ ।

କୋରାପୁଟରୁ 11 ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଗିରଫ

କୋରାପୁଟ: ଦାଦନ ଖଟିବାକୁ ଯାଉଥିବାବେଳେ 11 ଜଣ ଉଦ୍ଧାର । କୋରାପୁଟ ପୋଲିସ 11ଜଣଙ୍କୁ ଉଦ୍ଧାର କରିଛି । ସେମାନଙ୍କୁ ଦାଦନ ଖଟିବାକୁ ନେଇଯାଉଥିବା ଦଲାଲକୁ ମଧ୍ୟ ଗିରଫ କରିଛି ପୋଲିସ । 11 ଜଣଙ୍କ ମଧ୍ୟରେ 6 ଜଣ ନାବାଳକ ଅଛନ୍ତି । ଉଦ୍ଧାର ହୋଇଥିବା ସମସ୍ତେ ନବରଙ୍ଗପୁର ଜିଲ୍ଲାର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ନବରଙ୍ଗପୁରର ରାଇଘରରୁ ଶ୍ରମିକ ଦାଦନ ଖଟିବା ପାଇଁ ବିଶାଖାପାଟଣା ଯାଉଥିଲେ । ଖବର ପାଇ କୋରାପୁଟ ଟାଉନ ଥାନା ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ତେବେ ଗତ 2 ଦିନ ତଳେ ରାଇଘର ଅଞ୍ଚଳରୁ 17ଜଣ ଯୁବତୀ ଦାଦନ ଖଟିବାକୁ ଯାଉଥିବା ବେଳେ ଜୟପୁର ପୋଲିସ ତାଙ୍କୁ ଉଦ୍ଧାର କରିଥିଲା ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ନବରଙ୍ଗପୁର ଜିଲ୍ଲାର ରାଇଘରରୁ ବିଶାଖାପାଟଣା ଯାଉଥିବା ବସରୁ ୬ ଜଣ ନାବାଳକଙ୍କ ସମେତ ୫ ଜଣ ଯୁବକଙ୍କୁ କୋରାପୁଟ ଟାଉନ ଥାନା ପୋଲିସ ଉଦ୍ଧାର କରି ସେମାନଙ୍କୁ ବେନିୟମ ଭାବେ ଦାଦନ ଖଟାଇବାକୁ ନେଇଯାଉଥିବା ଦଲାଲକୁ ଗିରଫ କରିଛି ।Body:ଦଲାଲ ଟି ରାଇଘର ଅଂଚଳର ବୋଲି ଜଣାପଡିଛି ।
ଦୁଇଦିନ ପୂର୍ବେ ଏହି ବସରୁ ରାୟଘର ଅଂଚଳର ୧୭ ଜଣ ଯୁବତୀ ଙ୍କୁ ଦାଦନ ଖଟାଇବାକୁ ନିଆଯାଉଥିବା ବେଳେ ସେମାନଙ୍କୁ ଜୟପୁରଠାରେ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା । Conclusion:.....
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.