ETV Bharat / state

ଟ୍ରେନରୁ ଖସି ଯୁବକ ମୃତ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଳଷ୍ଟେସନ ନିକଟରେ ଅଘଟଣ । ଟ୍ରେନରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

author img

By

Published : May 26, 2019, 5:30 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: କରମଣ୍ଡଳ ଟ୍ରେନରୁ ଖସି ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲୁଗାଁ ରେଳଷ୍ଟେସନ ନିକଟରେ । ମୃତକ ହେଲେ ଭଦ୍ରକ ଜିଲ୍ଲା ସୋହଡା ଗାଁର ମନୋଜ ପଲେଇ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ, ରବିବାର ମନୋଜ ତାଙ୍କ ପରିବାର ସହ ଭଦ୍ରକ ରାଜମନ୍ଦିରକୁ ଯାଉଥିଲେ । ହେଲେ ବାଲୁଗାଁ ଷ୍ଟେସନ ନିକଟରେ ଅସାବଧାନତା ବଶତଃ ଟ୍ରେନରୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ଆରପିଏଫ ଓ ନିରାକାରପୁର ଜିଆରପି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug - ଟ୍ରେନରୁ ଖସି ଯୁବକ ମୃତ

Format-AVO

Place-khurda,26.5.19

Visual- WhatsApp

ଆଙ୍କର : କରମଣ୍ଡଳ ଟ୍ରେନରୁ ଖସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି ।ସୂଚନା ଅନୁଯାୟୀ ଭଦ୍ରକ ଜିଲା ସୋହଡା ଗ୍ରାମର ରବୀନ୍ଦ୍ରନାଥ ପଲେଇଙ୍କ ପୁଅ ମନୋଜ ପଲେଇ ଓ ନିଜ ସମ୍ପର୍କୀୟ ଦୁଇ ଭାଇ ବିକାଶ ନାୟକ ଓ ଅରୁଣ ନାୟକଙ୍କ ସହ ଭଦ୍ରକରୁ ରାଜମନ୍ଦିର ଯାଉ ଥିବାବେଳେ ଖୋର୍ଦ୍ଧା ଜିଲା ବାଲୁଗାଁ ଷ୍ଟେସନ ନିକଟ ମାମୁ ଭଣଜା ପାହାଡ଼ ନିକଟରେ  ଟ୍ରେନରୁ ଖସି ମନୋଜ ପଲେଇ (25 )ବର୍ଷଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ଆରପିଏଫ ଓ ନିରାକାର ପୁର ଜିଆରପି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.