ETV Bharat / state

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଶ୍ବଶୁର ଘର ଲୋକଙ୍କ ନାଁରେ ଅଭିଯୋଗ - ଖୋର୍ଦ୍ଧା ଖବର

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା କନ୍ତଳବାଇ ଗ୍ରାମ ନିକଟରେ ଥିବା ଜଙ୍ଗଲର ଏକ ଗଛରେ ମହିଳାଙ୍କ ମୃତଦେହ ଦେହ ଠାବ ହୋଇଛି । ଅଧିକ ଖବର ପଢନ୍ତୁ...

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
author img

By

Published : Dec 10, 2019, 2:13 PM IST

ଖୋର୍ଦ୍ଧା: ଜିଲ୍ଲାର ଟାଙ୍ଗୀ ଥାନା କନ୍ତଳବାଇ ଗ୍ରାମ ନିକଟରେ ଥିବା ଜଙ୍ଗଲର ଏକ ଗଛରେ ମହିଳାଙ୍କ ମୃତଦେହ ଦେହ ଠାବ ହୋଇଛି । ମୃତକ ଜଣକ ଲକ୍ଷ୍ମୀପ୍ରିୟା ପରିଡା, ବୟସ ପାଖାପାଖି 25 ବୋଲି ଜଣାପଡିଛି । ଲକ୍ଷ୍ମୀପ୍ରିୟା ଗତ ୬ ମାସ ତଳେ ଟାଙ୍ଗୀ ଥାନା କନ୍ତଳବାଇ ଗ୍ରାମର ଅନାମ ପରିଡାଙ୍କୁ ଦ୍ବିତୀୟ ବିବାହ କରିଥିଲେ ।

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପ୍ରାୟ ସମୟରେ ଶ୍ବଶୁର ଘର ଲୋକ ଲକ୍ଷ୍ମୀପ୍ରିୟାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି ଲକ୍ଷ୍ମୀପ୍ରିୟାଙ୍କ ବାପ ଘର ଲୋକ । ଅଭିଯୋଗ ପାଇ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Body:ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କନ୍ତଳବାଇ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଗଛ ଡାଳରେ ଓହଳି ରହିଛି ମହିଳାଙ୍କ ମୃତଦେହ ଦେହ । ମୃତକ ଜଣକ ଲକ୍ଷ୍ମୀପ୍ରିୟା ପରିଡା (୨୫ ) ଲକ୍ଷ୍ମୀପ୍ରିୟା ଗତ ୬ ମାସ ତଳେ ଟାଙ୍ଗୀ ଥାନା କନ୍ତଳବାଇ ଗ୍ରାମର ଅନାମ ପରିଡାଙ୍କୁ ବିବାହ କରିଥିଲେ ଦ୍ୱିତୀୟ ବିବାହ । ପ୍ରାୟ ସମୟରେ ଶଶୁର ଘର ଲୋକ ଲକ୍ଷ୍ମୀପ୍ରିୟାଙ୍କୁ ମହିଳାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିବା ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି ଲକ୍ଷ୍ମୀପ୍ରିୟାଙ୍କ ବାପ ଘର ଲୋକ । ଅଭିଯୋଗ ପାଇ ହୋଇଛିଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।
Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.