ETV Bharat / state

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟ, 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

ପୁଣି ଲଘୁଚାପଜନିତ ବର୍ଷାରେ ଭିଜିବ ଓଡିଶା । ଏହାର ପ୍ରଭାବରେ ଆସନ୍ତା 24ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

author img

By

Published : Aug 5, 2019, 9:06 PM IST

Updated : Aug 5, 2019, 9:12 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବଙ୍ଗାପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା 3 ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ପାଣିପାଗ ବିଭାଗର ସୂଚାନାନୁସାରେ ଆସନ୍ତା 24ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସେହି ଜିଲ୍ଲା ଗୁଡିକ ହେଲା- ସୁନ୍ଦରଗଡ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ ।

ଅନ୍ୟ ପଟେ ଚଳିତ ବର୍ଷ ଓଡିଶାରେ ଅନ୍ୟ ବର୍ଷ ତୁଳନାରେ ସ୍ବଭାବିକ ଠାରୁ କମ ମୌସୁମୀ ବର୍ଷା ସହ କମ୍‌ ଲଘୁଚାପ ଜନିତ ବର୍ଷା ହୋଇଥିବା ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ମାଡି ଆସୁଛି ବର୍ଷା ବିଭିନ୍ନ ଜିଲ୍ଲାରେ ହୋଇ ପାରେ ପ୍ରବଳ ବର୍ଷାBody:ମାଡି ଆସୁଛି ବର୍ଷା ବିଭିନ୍ନ ଜିଲ୍ଲାରେ ହୋଇ ପାରେ ପ୍ରବଳ ବର୍ଷା
ରାଜ୍ୟ ବିଭିନ୍ନ ଜିଲା ଯଥା ସୁନ୍ଦରଗଡ,କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା, କଟକ,ଖୋର୍ଦ୍ଧା, ମାଲକାନଗିରି,କୋରାପୁଟ, ରାୟଗଡା, କନ୍ଧମାଳ, ଆସନ୍ତା 24 ଘଂଟା ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଅନ୍ୟ ପଟେ ଚଳିତ ବର୍ଷ ଓଡ଼ିଶାରେ ଅନ୍ୟ ବର୍ଷ ତୁଳନା ରେ ସ୍ବଭାବିକ ଠାରୁ କମ ମୌସୁମୀ ବର୍ଷା ଓ ଲଗୁଚାପ ଜନିତ ବର୍ଷା ହୋଇଛି ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।Conclusion:
Last Updated : Aug 5, 2019, 9:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.