ETV Bharat / state

ଫୁଲ ପକାଇ ପୋଲିସଙ୍କୁ ସ୍ବାଗତ କଲେ ଗ୍ରାମବାସୀ - କୋବିଡ-19

କୋରୋନା କୁ ପ୍ରତିହତ କରିବା ପାଇଁ ଅହରହ କାମ କରୁଥିବା ପୋଲିସକୁ ଫୁଲ ପକାଇ ସ୍ବାଗତ କଲେ ଧଳାପଥର ଗ୍ରାମବାସୀ । ଅଧିକ ସୂଚନା ପାଇଁ ପଢନ୍ତୁ ...

villagers greeted the police with flowers in khurdha
ଫୁଲ ପକାଇ ପୋଲିସଙ୍କୁ ସ୍ବାଗତ କଲେ ଗ୍ରାମବାସୀ
author img

By

Published : Apr 18, 2020, 10:44 AM IST

ଖୋର୍ଦ୍ଧା :କୋରୋନା ଯୋଦ୍ଧାଙ୍କୁ ଫୁଲ ପକାଇ ସ୍ବାଗତ କଲେ ଗ୍ରାମବାସୀ । ବିଶ୍ବରେ ଏବେ କୋରୋନା ବିପତ୍ତି । ଆଉ ଏହି ବିପତ୍ତି ସମୟର ଯୋଦ୍ଧା ସାଜିଛନ୍ତି ପୋଲିସ ବାହିନୀ। ଏହି ବିପତ୍ତିକୁ ଟାଳିବା ପାଇଁ ଖରାକୁ ଖାତିର ନକରି ଲୋକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି ସେମାନେ।

ଫୁଲ ପକାଇ ପୋଲିସଙ୍କୁ ସ୍ବାଗତ କଲେ ଗ୍ରାମବାସୀ

ସେହି ପୋଲିସ ଯୋଦ୍ଧା ମାନଙ୍କ ତ୍ୟାଗ ଓ ବଳିଦାନ କୁ ଆଜି ସମ୍ମାନ ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଧଳାପଥର ଗ୍ରାମବାସୀ । ଫୁଲ ପକାଇ ପୋଲିସ ବାହିନୀ କୁ ସ୍ବାଗତ କରିଛନ୍ତି ଗ୍ରାମବାସୀ । ଭିଡଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.