ETV Bharat / state

ଫନିର କ୍ଷୟକ୍ଷତି ଆକଳନ କଲେ ୟୁଏନର ଦୁଇଜଣିଆ ଟିମ - KHURDHA

ଖୋର୍ଦ୍ଧାରେ ପହଞ୍ଚିଲେ ଦୁଇଜଣିଆ ଦଳ । ୟୁନାଇଟେଡ଼ ନେସନର(ୟୁଏନ) ପ୍ରତିନିଧି ଡ଼. ଗୌରବ ଗୁପ୍ତାଙ୍କ ନେତୃତ୍ୱରେ ତିନି ଜଣିଆ ଦଳ ଖୋର୍ଦ୍ଧାରେ ପହଞ୍ଚିଛନ୍ତି । ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ସହ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କଲେ।

ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା
author img

By

Published : May 26, 2019, 9:16 PM IST

ଖୋର୍ଦ୍ଧା: ବାତ୍ୟା 'ଫନି'ର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରାୟ 70 କୋଟି ଟଙ୍କାର କ୍ଷୟକ୍ଷତି ସହିଛି। ଏହାର ଆକଳନକୁ ନେଇ ୟୁନାଇଟେଡ଼ ନେସନର ପ୍ରତିନିଧି ଡ଼.ଗୌରବ ଗୁପ୍ତାଙ୍କ ନେତୃତ୍ୱରେ ଦୁଇଜଣିଆ ଦଳ ଖୋର୍ଦ୍ଧାରେ ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ଏହି ଦଳ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ସହ ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ ମହାପାତ୍ର ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି । ୟୁଏନର ଏହି ଦୁଇଜଣିଆ ପ୍ରତିନିଧି ଦଳ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି କ୍ଷୟକ୍ଷତି ଆକଳନ କରିବା ନେଇ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug - ବାତ୍ୟା ଫନିର ପ୍ରଭାବରେ ଜିଲା ସ୍ୱାସ୍ଥ୍ୟ ବିଭାଗର କ୍ଷୟକ୍ଷତି ଆକଳନ କଲେ ୟୁଏନର ଦୁଇଜଣିଆ ଟିମ

Format- AVO

Place-khurda,26.5.19

Visual- whatsaap

ଆଙ୍କର : ବାତ୍ୟା ଫନିର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରାୟ 70 କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏହାର ଆକଳନକୁ ନେଇ ୟୁନାଇଟେଡ଼ ନେସନର ପ୍ରତିନିଧି ଡ଼ ଗୌରବ ଗୁପ୍ତାଙ୍କ ନେତୃତ୍ୱରେ ଦୁଇଜଣିଆ ଦଳ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ସହ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ ମହାପାତ୍ର ଏବଂ ଜିଲା ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠଙ୍କ ସହ ଆଲୋଚନା କରିଛନ୍ତି । ୟୁଏନର ଏହି ଦୁଇଜଣିଆ ପ୍ରତିନିଧି ଦଳ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି କ୍ଷୟକ୍ଷତି ଆକଳନ କରିବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ । 

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.