ETV Bharat / state

ବେଗୁନିଆର ଲେହେଙ୍ଗ ଗାଁ କଣ୍ଟେନମେଣ୍ଟ ଜୋନ - Two villages of khordha declared containment zones

ବେଗୁନିଆ ବ୍ଲକ ଡିଗଂର ଗ୍ରାମ ପଞ୍ଚାୟତର ଲେହେଙ୍ଗ ଗ୍ରାମରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପରେ ଲେହେଗଂ ଗ୍ରାମକୁ 72 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ବେଗୁନିଆର ଲେହେଗଂ ଗାଁକୁ ଜିଲ୍ଲାପାଳଙ୍କ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Jul 16, 2020, 10:19 PM IST

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଡିଗଂର ଗ୍ରାମ ପଞ୍ଚାୟତର ଲେହେଙ୍ଗ ଗ୍ରାମରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପରେ ଲେହେଗଂ ଗ୍ରାମକୁ 72 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ ।

ବେଗୁନିଆର ଲେହେଗଂ ଗାଁକୁ ଜିଲ୍ଲାପାଳଙ୍କ କଣ୍ଟେନମେଣ୍ଟ ଜୋନ ଘୋଷଣା
ବେଗୁନିଆର ଲେହେଗଂ ଗାଁକୁ ଜିଲ୍ଲାପାଳଙ୍କ କଣ୍ଟେନମେଣ୍ଟ ଜୋନ ଘୋଷଣା

ଆକ୍ରାନ୍ତ ଯୁବକ ଜଣକ ହୋମ କ୍ଵରେଣ୍ଟାଇନରେ ଥିବାବେଳେ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ତେଣୁ ପ୍ରଶାସନ ପକ୍ଷରୁ 16 ତାରିଖ ସକାଳ 7ରୁ 19 ତାରିଖ ସକାଳ 7ଟା ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଗ୍ରାମକୁ ବାହାର ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗିଛି । ଉକ୍ତ ଗ୍ରାମରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟ ସହ ଦୋକାନ ବଜାର ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.