ETV Bharat / state

ଜଟଣୀ ପୋଲିସ ହାତରେ ଦୁଇ ଅପରାଧୀ

author img

By

Published : May 15, 2021, 10:54 AM IST

ଗତ ମାର୍ଚ୍ଚ ୩୦ ତାରିଖରୁ ଜଟଣୀ ଥାନା ଅନ୍ତର୍ଗତ ରେତଙ୍ଗ କଲୋନୀରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଏସ କେ ଇମ୍ରାନକୁ ଗିରଫ କରିବା ସହ ଜମିବାଡ଼ି ମାମଲାରେ ଦାଦାବଟି ଆଦାୟ ଅଭିଯୋଗରେ ଫେରାର ଥିବା ଅଜିତ ନାୟକକୁ ମଧ୍ୟ ଗିରଫ କରିଛି ଜଟଣୀ ପୋଲିସ । ଅଧିକ ପଢନ୍ତୁ...

ଜଟଣୀ ପୋଲିସ ଦ୍ବାରା ଦୁଇ ଅପରାଧୀ ଗିରଫ: ବନ୍ଧୁକ ଓ ଗୁଳି ଜବତ

ଖୋର୍ଦ୍ଧା: ମହାମାରୀ କୋରୋନା ପାଇଁ କିଛି ରାଜ୍ୟରେ ସରକାର ଲକଡାଉନ ଘୋଷଣା କରିଛନ୍ତି । ଆଉ ଏହି ଲକଡାଉନ ସମୟରେ ସକ୍ରିୟ ହୋଇ ଉଠିଛନ୍ତି ଅପରାଧି । ତେବେ ଲକଡାଉନ ସମୟରେ ପୋଲିସ କେବଳ ଅମାନିଆଙ୍କୁ ଜଗିନି ବରଂ ଅପରାଧୀଙ୍କ ଉପରେ ମଧ୍ୟ କଡ଼ା ନଜର ରଖିଛି । ଗତ ମାର୍ଚ୍ଚ ୩୦ ତାରିଖରୁ ଜଟଣୀ ଥାନା ଅନ୍ତର୍ଗତ ରେତଙ୍ଗ କଲୋନୀରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଏସ କେ ଇମ୍ରାନକୁ ଗିରଫ କରିଛି ପୋଲିସ ।

ସେହିପରି ଜମିବାଡ଼ି ମାମଲାରେ ଦାଦାବଟି ଆଦାୟ ଅଭିଯୋଗରେ ଫେରାର ଥିବା ଅଜିତ ନାୟକକୁ ମଧ୍ୟ ପୋଲିସ ଗିରଫ କରିଛି । ଉଭୟଙ୍କ ଠାରୁ ଏକ ପିସ୍ତଲ ସହ ପାଞ୍ଚ ରାଉଣ୍ଡ ଗୁଳି ଜବତ କରିଛି ଜଟଣୀ ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.