ETV Bharat / state

ପର୍ଯ୍ୟଟନ ଶିଳ୍ପକୁ କୋରୋନା ଭୟ

author img

By

Published : Mar 17, 2020, 8:01 AM IST

Updated : Mar 17, 2020, 8:25 AM IST

କୋରୋନା ପ୍ରଭାବରେ ପ୍ରଭାବିତ ଓଡିଶାର ପର୍ଯ୍ୟଟନ ଶିଳ୍ପ । ଅଧିକ ପଢନ୍ତୁ...

tourism industry in Odisha is affected by corona
ପର୍ଯ୍ୟଟନ ଶିଳ୍ପକୁ କୋରୋନା ଭୟ

ଖୋର୍ଦ୍ଧା: କୋରୋନା ପ୍ରଭାବରେ ପ୍ରଭାବିତ ଓଡିଶାର ପର୍ଯ୍ୟଟନ ଶିଳ୍ପ । କୋରୋନା ଭୂତାଣୁକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ପୁରା ଖାଁ ଖାଁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବରକୁଳ ଓଟିଡିସି ପାନ୍ଥନିବାସ । ଯେଉଁଠାକୁ ପ୍ରତିଦିନ ଦେଶର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଜମେ ତାହା କୋରୋନା ପ୍ରଭାବରେ ଶୂନସାନ ।

ପର୍ଯ୍ୟଟନ ଶିଳ୍ପକୁ କୋରୋନା ଭୟ

ସେହିପରି ଚିଲିକା ମଧ୍ୟକୁ ଡଙ୍ଗା ଚଳାଚଳ ବନ୍ଦ ରହିଥିବାରୁ ଡଙ୍ଗା ଚାଳକ ହାତ ବାନ୍ଧି ବସିଥିବାବେଳେ ଏଠାକୁ ଆସୁଥିବା ହାତଗଣତି କେତେଜଣ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Mar 17, 2020, 8:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.