ETV Bharat / state

ଆଜି ରାଜଧାନୀରେ 376 ଆକ୍ରାନ୍ତ ସୁସ୍ଥ

ଗୁରୁବାର ଜିଲ୍ଲାରୁ 376 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 17, 2020, 7:50 PM IST

Today 376 corona patients recovered in Bhubaneswar
ଆଜି ରାଜଧାନୀରେ 376 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ କୋରୋନା ଆରୋଗ୍ୟଙ୍କ ସଂଖ୍ୟା 3 ଲକ୍ଷ ଛୁଇଁଛି । ରାଜ୍ୟରେ ଗୁରୁବାର 376 ଜଣ ଆରୋଗ୍ୟ ହୋଇଥିବା ବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 3 ଲକ୍ଷ 20 ହଜାର 584ରେ ପହଞ୍ଚିଛି ।

ରାଜ୍ୟରେ କୋରୋନାର ଡାଉନ ଟ୍ରେଣ୍ଡ ଜାରି ରହିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେବେ ଗୁରୁବାର ସୁସ୍ଥ ହୋଇଥିବା 376 ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରେ 50, ଅନୁଗୁଳରେ 48, ସୁନ୍ଦରଗଡରେ 43, ବାଲେଶ୍ବର ଓ କଟକରେ 23, ପୁରୀରେ 22 ସୁସ୍ଥ ହୋଇଛନ୍ତି । ବରଗଡ, ବଲାଙ୍ଗୀର ଓ କଳାହାଣ୍ଡିରୁ 19 ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୁରଭଞ୍ଜରେ 18, ସମ୍ବଲପୁରରେ 14, ନୂଆପଡାରେ 11, ଝାରସୁଗୁଡ଼ାରେ 10, ଗଞ୍ଜାମରେ 9, ଯାଜପୁରରେ 8, ଜଗତସିଂହପୁରରେ 7, ଭଦ୍ରକ ଓ କେନ୍ଦ୍ରାପଡାରୁ 5, ଢେଙ୍କାନାଳରୁ 3 ଜଣ ସୁସ୍ଥ ହୋଇଛନ୍ତି ।

ତେବେ ବୌଦ୍ଧ, ନବରଙ୍ଗପୁର, ନୟାଗଡ, ରାୟଗଡା ଏହି 4ଟି ଜିଲ୍ଲାରୁ 2 ଜଣ, କନ୍ଧମାଳ ଓ କୋରାପୁଟରୁ ଜଣେ ଲେଖାଏଁ ଏବଂ ଷ୍ଟେଟ ପୋଲରୁ 10 ଜଣ ସୁସ୍ଥ ହୋଇଛନ୍ତି । ଏହାସହିତ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 3 ଲକ୍ଷ 20 ହଜାର 584ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.