ETV Bharat / state

ପରୀକୁ ନ୍ୟାୟ ନମିଳିବା ଯାଏଁ ପ୍ରତିବାଦ ଜାରି ରହିବ: ଅପରାଜିତା - protests will continue until justice will not done

ବହୁଚର୍ଚ୍ଚିତ ନୟାଗଡ଼ର କୁନିଝିଅ ପରୀ ହତ୍ୟାକାଣ୍ଡ ନେଇ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଯେ ପର୍ଯ୍ୟନ୍ତ ପରୀକୁ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ବିଜେପି ପକ୍ଷରୁ ବିଭିନ୍ନ ପ୍ରତିବାଦ ଓ ବିକ୍ଷୋଭ ଜାରି ରହିବ ବୋଲି କହିଲେ ଅପରାଜିତା । ଅଧିକ ପଢନ୍ତୁ...

ପରୀକୁ ନ୍ୟାୟ ନମିଳିବା ଯାଏଁ ପ୍ରତିବାଦ ଜାରି ରହିବ

author img

By

Published : Dec 3, 2020, 8:09 PM IST

ଖୋର୍ଦ୍ଧା: ବହୁଚର୍ଚ୍ଚିତ ନୟାଗଡ଼ର କୁନିଝିଅ ପରୀ ହତ୍ୟାକାଣ୍ଡକୁ ଚାରି ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପ୍ରକୃତ ହତ୍ୟାକାରୀକୁ ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ ଧରିବାରେ ସକ୍ଷମ ହୋଇନାହିଁ । ଏହି ସମ୍ବେଦନଶୀଳ ଘଟଣାରେ ଆଜି ମୁହଁ ଖୋଲିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ପରୀକୁ ନ୍ୟାୟ ନମିଳିବା ଯାଏଁ ପ୍ରତିବାଦ ଜାରି ରହିବ

ସେ କହିଛନ୍ତି ଯେ ପରୀ ଘଟଣାକୁ ବିଜେପି ଗୁରୁତର ସହ ନେଇ ସରକାରଙ୍କ ଉପରେ ଚାପ ପକାଇଥିଲା ପରୀ ଓ ତା ପରିବାରକୁ ନ୍ୟାୟ ଦେବା ପାଇଁ । ଶେଷରେ ସରକାର ବାଧ୍ୟହୋଇ ଏହି ଘଟଣାର ତଦନ୍ତ କରିବା ପାଇଁ ଏସଆଇଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଯେ ପର୍ଯ୍ୟନ୍ତ ପରୀକୁ ନ୍ୟାୟ ନମିଳିଛି ସେପର୍ଯ୍ୟନ୍ତ ବିଜେପି ପକ୍ଷରୁ ବିଭିନ୍ନ ପ୍ରତିବାଦ ଓ ବିକ୍ଷୋଭ ଜାରି ରହିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.