ETV Bharat / state

ବରପଦା ମାଙ୍କଡା ଖଣିରେ ଚଢ଼ାଉ, 2 ପାୱାରଟିଲର ଜବତ - Tehsil officials raided

ଆଜି(ମଙ୍ଗଳବାର) ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବରପଦା ଠାରେ ବେଆଇନ ମାଙ୍କଡା ପଥର କଟାଯାଉଥିବା ବେଗୁନିଆ ତହସିଲଦାର ଖବର ପାଇ ତହସିଲ କର୍ମଚାରୀ ଚଢ଼ାଉ କରିଥିଲେ । ଅଧିକ ପଢନ୍ତୁ...

ମାଙ୍କଡା ଖଣିରେ ଚଢ଼ାଉ
ମାଙ୍କଡା ଖଣିରେ ଚଢ଼ାଉ
author img

By

Published : Jan 5, 2021, 5:24 PM IST

ଖୋର୍ଦ୍ଧା: ବେଆଇନ ମାଙ୍କଡା ପଥର ଖଣିରେ ଚଢ଼ାଉ । ଆଜି(ମଙ୍ଗଳବାର) ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବରପଦା ଠାରେ ବେଆଇନ ମାଙ୍କଡା ପଥର କଟାଯାଉଥିବା ବେଗୁନିଆ ତହସିଲଦାର ଖବର ପାଇ ତହସିଲ କର୍ମଚାରୀ ଚଢ଼ାଉ କରିଥିଲେ ।

ରାଜସ୍ବ କର୍ମଚାରୀଙ୍କ ଚଢ଼ାଉ ଦେଖି ଖଣି ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ 2ଟି ପାୱାରଟିଲର ଜବତ କରିଛନ୍ତି ତହସିଲ କର୍ମଚାରୀ ।

ଦିନକୁ ଦିନ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଲୁଟ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଟାଙ୍ଗରା ଭୁଇଁକୁ କାଟି ବେଆଇନ ଭାବେ ମାଙ୍କଡା ପଥର ଲୁଟ କରି କୋଟିକୋଟି ଟଙ୍କାର ରାଜସ୍ବ ଲୁଟ ହେଉଥିବା ଅଭିଯୋଗ ହେଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.