ETV Bharat / state

ରାଜଧାନୀରେ ହେବ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ

author img

By

Published : Sep 16, 2019, 8:44 PM IST

'ସ୍ବଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ମାଧ୍ୟମରେ ଡିଭିଜନର 133ଟି ଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଚେତନ କରାଯାଉଛି ।

ରାଜଧାନୀରେ ହେବ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ: ରେଳ ପ୍ରବନ୍ଧକ

ଖୋର୍ଦ୍ଧା: ଚଳିତ ମାସ 11 ତାରିଖରୁ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ପକ୍ଷରୁ ଜାରି ରହିଛି 'ସ୍ବଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡିଭିଜନର 133ଟି ଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଚେତନ କରାଯାଉଛି ।

ରାଜଧାନୀରେ ହେବ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ: ରେଳ ପ୍ରବନ୍ଧକ

ଏହି କାର୍ଯ୍ୟକ୍ରମ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ରୋଡ଼ ରେଳ ପ୍ରବନ୍ଧକ ଶଶିକାନ୍ତ ସିଂ କହିଛନ୍ତି, ପ୍ଲାଷ୍ଟିକ ଫ୍ରି ନିମନ୍ତେ ଡିଭିଜନ ପକ୍ଷରୁ ଖୋର୍ଦ୍ଧା ରୋଡ଼, ପୁରୀ, ବାଲୁଗାଁ, ପଲାସା, ବ୍ରହ୍ମପୁର, ଯାଜପୁର, କେନ୍ଦୁଝର ଓ ଭଦ୍ରକ ଆଦି ଷ୍ଟେସନ ମାନଙ୍କରେ ପ୍ଲାଷ୍ଟିକ ପାଣି ବୋତଲ କ୍ରସିଂ ମେସିନ ଲଗାଯିବାର ବନ୍ଦୋବସ୍ତ କରାଯାଇଛି । ଏହା ସହିତ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଠାରେ ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ପୁରୀ ଠାରେ ଏଲୁମୁନେଟ ପ୍ଲାଣ୍ଟ ନିର୍ମାଣ କରାଯିବାର ଯୋଜନା ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଭୁବନେଶ୍ୱରରେ ହେବ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ : ରେଳ ପ୍ରବନ୍ଧକ

Body:ଖୋର୍ଦ୍ଧା : ସେପ୍ଟେମ୍ବର ୧୧ତାରିଖରୁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜାରି ରହିଛି । ଏହା ମଧ୍ୟରେ ଡିଭିଜନର ୧୩୩ଟି ଷ୍ଟେସନରେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଚେତନତା କରାଯାଉଛି । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ରୋଡ଼ ରେଳ ପ୍ରବନ୍ଧକ ଶଶିକାନ୍ତ ସିଂ କହିଛନ୍ତି । ପ୍ଲାଷ୍ଟିକ ଫ୍ରି ନିମନ୍ତେ ଡିଭିଜନ ପକ୍ଷରୁ ଖୋର୍ଦ୍ଧା ରୋଡ଼,ପୁରୀ,ବାଲୁଗାଁ,ପଲାସା,ବ୍ରହ୍ମପୁର, ଯାଜପୁର, କେନ୍ଦୁଝର ଓ ଭଦ୍ରକ ଆଦି ଷ୍ଟେସନ ମାନଙ୍କରେ ପ୍ଲାଷ୍ଟିକ ପାଣି ବୋତଲ କ୍ରସିଂ ମେସିନ ଲଗାଯିବାର ବନ୍ଦୋବସ୍ତ କରାଯାଇଛି । ଏହା ସହିତ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଠାରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ପୁରୀ ଠାରେ ଏଲୁମୁନେଟ ପ୍ଲାଣ୍ଟ ନିର୍ମାଣ କରାଯିବାର ଯୋଜନା ରହିଥିବା ରେଳ ପ୍ରବନ୍ଧକ ସୂଚନା ଦେଇଛନ୍ତି ।Conclusion:ବାଇଟ -ଶଶିକାନ୍ତ ସିଂ ,ରେଳ ପ୍ରବନ୍ଧକ ଖୋର୍ଦ୍ଧା ରୋଡ଼

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.