ETV Bharat / state

ରବିବାର ବସିବ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ, ୧୦ରୁ ଅଧିକ ପ୍ରସ୍ତାବରେ ବାଜିପାରେ ମୋହର - ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ

ଆସନ୍ତା ୧୨ ତାରିଖରେ ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭିନ୍ନ ବିଭାଗର ପ୍ରାୟ ୧୦ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଅଧିକ ପଢ଼ନ୍ତୁ

ରବିବାର ବସିବ କ୍ୟାବିନେଟ ବୈଠକ
ରବିବାର ବସିବ କ୍ୟାବିନେଟ ବୈଠକ
author img

By

Published : Feb 10, 2023, 9:58 PM IST

ଭୁବନେଶ୍ବର: ଆସନ୍ତା ରବିବାର, ୧୨ ତାରିଖରେ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏଥିରେ ପ୍ରାୟ ୧୦ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ପଞ୍ଚାୟତିରାଜ, ପାନୀୟ ଜଳ, ଅର୍ଥ, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଏକାଧିକ ପ୍ରସ୍ତାବରେ ମୋହର ବାଜିବା ନେଇ ମିଳିଛି ସୂଚନା । ଆଗକୁ ଆସୁଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ବଜେଟରେ ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିପାରନ୍ତି ସରକାର ।

ଆସନ୍ତା ଫେବୃଆରୀ ୧୨ ତାରିଖ(ରବିବାର) ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏଥିରେ ପଞ୍ଚାୟତିରାଜ, ପାନୀୟ ଜଳ, ଅର୍ଥ, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ପ୍ରାୟ ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବା ଅନୁମାନ କରାଯାଉଛି । ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଅନୁମୋଦନ ମିଳିବ । ବଜେଟ ୨ ଲକ୍ଷ ୨୦ କୋଟି ଛୁଇଁପାରେ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ, ତାହାକୁ ଦୃଷ୍ଟିରେ ରଖି ବଜେଟ ଆଣିପାରନ୍ତି ସରକାର । ନୂଆନୂଆ ଜନ କଲ୍ୟାଣକାରୀ ଯୋଜନା, ନୂଆ ସ୍କିମ୍‌ ଆରମ୍ଭ କରିପାରନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ପାଇଁ ଭିନ୍ନଭିନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.