ETV Bharat / state

ଟ୍ରାଫିକ ଫାଇନକୁ ନେଇ ଆଗାମୀ ଓଡିଶା ପକ୍ଷରୁ ନୀରବ ଶେଭାଯାତ୍ରା - ନୂତନ ମୋଟରଯାନ ଆଇନ

ନୂତନ ମୋଟରଯାନ ଆଇନକୁ ବିରୋଧ କରି ଆଜି ରାଜଧାନୀରେ 2ଟି ଭିନ୍ନ ରୂପ ଦେଖିବାକୁ ମିଳିଛି । ଜରିମାନାକୁ ନେଇ ରାଜମହଲ ଛକରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ରାମମନ୍ଦିର ନିକଟରେ ଏକ ଅନୁଷ୍ଠାନ ପକ୍ଷରୁ ନୀରବ ଶେଭାଯାତ୍ରା କରାଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 7, 2019, 11:39 PM IST

ଭୁବନେଶ୍ବର: ନୂତନ ମୋଟରଯାନ ଆଇନକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ । ଶନିବାର ଏହି ଆଇନକୁ ନେଇ ରାଜମହଲ ଛକରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିବାବେଳେ ଆଗାମୀ ଓଡିଶା ଅନୁଷ୍ଠାନ ପକ୍ଷରୁ ନୀରବ ଶେଭାଯାତ୍ରା କରାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାମ ମନ୍ଦିର ଠାରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ରାଜରାସ୍ତାରେ ଚାଲି ଚାଲି ଧାରଣା ଦିଆଯାଇଛି । ସରକାରଙ୍କ ନିୟମ ସ୍ବାଗତଯୋଗ୍ୟ କିନ୍ତୁ ଏହି ନିୟମରେ ସୁଧାର ଆଣିବା ଦରକାର ବୋଲି ସଙ୍ଘ ପ୍ରକାଶ କରିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:କିଏ ହୋ ହାଲା କରୁଛି ତ ଆଉ କିଏ ନିରବ ରେ ଧାରଣ ଦେଉଛି ହେଲେ ସଭିଙ୍କ ଗୋଟିଏ ଦାବି , ଟ୍ରାଫିକ ଫାଇନ ର ସୁଧାର ହେଉ। ଆଜି ଗୋଟିଏ ପଟେ ରାଜ ମହଲ ଛକ ରେ ଲୋକ ଙ୍କ ଭିତରେ ନୂଆ ଟ୍ରାଫିକ ନେଇ ନିୟମ କୁ ନେଇ ଉତେଜନା ଦେଖା ଦେଇ ଥିବା ବେଳେ ଭୁବନେଶ୍ୱର ଆଗାମୀ ଓଡ଼ିଶା ଅନୁଷ୍ଠାନ ଏକ ନିରବ ଶେଭା ଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱର
ରାମ ମନ୍ଦିର ଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ରାଜରାସ୍ତା ରେ ଚାଲି ଚାଲି ଧାରଣା ଦେଇଛି। ସରକାର ଙ୍କ ନିୟମ ସ୍ୱାଗତ ଯୋଗ୍ୟ ହେଲେ ବି ଏ ସବୁ ଉପରେ ଏକ ସୁଧାର ଆଣିବା ଦରକାର ବୋଲି ସଙ୍ଘ ପ୍ରକାଶ କରିଛି।Body:କିଏ ହୋ ହାଲା କରୁଛି ତ ଆଉ କିଏ ନିରବ ରେ ଧାରଣ ଦେଉଛି ହେଲେ ସଭିଙ୍କ ଗୋଟିଏ ଦାବି , ଟ୍ରାଫିକ ଫାଇନ ର ସୁଧାର ହେଉ। ଆଜି ଗୋଟିଏ ପଟେ ରାଜ ମହଲ ଛକ ରେ ଲୋକ ଙ୍କ ଭିତରେ ନୂଆ ଟ୍ରାଫିକ ନେଇ ନିୟମ କୁ ନେଇ ଉତେଜନା ଦେଖା ଦେଇ ଥିବା ବେଳେ ଭୁବନେଶ୍ୱର ଆଗାମୀ ଓଡ଼ିଶା ଅନୁଷ୍ଠାନ ଏକ ନିରବ ଶେଭା ଯାତ୍ରା ଆରମ୍ଭ କରିଛି। ଭୁବନେଶ୍ୱର
ରାମ ମନ୍ଦିର ଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ରାଜରାସ୍ତା ରେ ଚାଲି ଚାଲି ଧାରଣା ଦେଇଛି। ସରକାର ଙ୍କ ନିୟମ ସ୍ୱାଗତ ଯୋଗ୍ୟ ହେଲେ ବି ଏ ସବୁ ଉପରେ ଏକ ସୁଧାର ଆଣିବା ଦରକାର ବୋଲି ସଙ୍ଘ ପ୍ରକାଶ କରିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.