ETV Bharat / state

ଇଟିଭି ଭାରତରେ ବାଜିଲା ଖବର, ‘ଓଡିଶାର ଲଦାଖ’ରେ ପହରା ଦେଲା ପୋଲିସ - ତାପଙ୍ଗ ଖଣି

ତାପଙ୍ଗ ଖଣିରେ ସୁରକ୍ଷା ବ୍ୟବସ୍ଥା କଲା ପ୍ରଶାସନ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ତାପଙ୍ଗ ଖଣିରେ ସୁରକ୍ଷା ବ୍ୟବସ୍ଥା କରିଛନ୍ତି ପ୍ରଶାସନ ।

ତାପଙ୍ଗ ଖଣିରେ ସୁରକ୍ଷା ବ୍ୟବସ୍ଥା କଲା ପ୍ରଶାସନ

author img

By

Published : Sep 23, 2020, 11:33 AM IST

Updated : Sep 23, 2020, 6:57 PM IST

ଖୋର୍ଦ୍ଧା: ତାପଙ୍ଗ ଖଣିରେ ସୁରକ୍ଷା ବ୍ୟବସ୍ଥା କଲା ପ୍ରଶାସନ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ତାପଙ୍ଗ ଖଣିରେ ସୁରକ୍ଷା ବ୍ୟବସ୍ଥା କରିଛନ୍ତି ପ୍ରଶାସନ ।

ଓଡିଶାର ଲଦାଖରେ ପୋଲିସ ନିୟୋଜିତ କଲା ପ୍ରଶାସନ

ଖୋର୍ଦ୍ଧା ଉପକଣ୍ଠ ନିଜିଗଡ଼ ତାପଙ୍ଗରେ ଥିବା ହତିଆ ପାହାଡ଼ ଏବେ ଓଡ଼ିଶାର ଲଦାଖ ଭାବେ ବେଶ ପ୍ରସିଦ୍ଧ ଲାଭ କରିଛି । ଏଠାକୁ ବର୍ତ୍ତମାନ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଆଉ ଏଠାରେ ପାଦେ ପାଦେରେ ରହିଛି ବିପଦ ।

ତାପଙ୍ଗ ଖଣିରେ ସୁରକ୍ଷା ବ୍ୟବସ୍ଥା କଲା ପ୍ରଶାସନ
ତାପଙ୍ଗ ଖଣିରେ ସୁରକ୍ଷା ବ୍ୟବସ୍ଥା କଲା ପ୍ରଶାସନ

ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ କରାଯାଇଥିଲା । ଏହାପରେ ସଚେତନ ହୋଇଛି ଜିଲ୍ଲା ପ୍ରଶାସନ । ଫଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏଠାରେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରିଛି ଜିଲ୍ଲା ପ୍ରଶାସନ ।

ପଢନ୍ତୁ: ହତାଦର ହାତିଆ ପାହାଡ: ପଥର ମାଫିଆ ସକ୍ରିୟ, ଅସୁରକ୍ଷିତ ପର୍ଯ୍ୟଟକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Sep 23, 2020, 6:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.