ETV Bharat / state

ବସ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: 8ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର

ଖୋର୍ଦ୍ଧା ବୋଲଗଡ ଛକ ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା । ଏକ ଘରୋଇ ବସ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା । ଉଭୟ ଗାଡିର ଡ୍ରାଇଭର ଗୁରୁତର ।

author img

By

Published : Apr 29, 2019, 11:05 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: 57 ନଂମ୍ବର ଜାତୀୟ ରାଜପଥର ବୋଲଗଡ ଛକ ନିକଟରେ ଦୁର୍ଘଟଣା । ଏକ ଘରୋଇ ବସ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାରେ ବସ ଓ ଟ୍ରାକ୍ଟର ଡ୍ରାଇଭର ଗୁରୁତର ଆହତ । ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରଣ କରାଯାଇଛି । ବସରେ ଥିବା 8ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇ ବୋଲଗଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତେବେ ଘରୋଇ ବସଟି ନୟାଗଡରୁ କଟକ ଅଭିମୁଖେ ଯାଉଥିବାବେଳେ ବୋଲଗଡ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଖବରପାଇ ବୋଲଗଡ ଅଗ୍ନିଶମ ବିଭାଗ ଦୁର୍ଘଟଣାସ୍ଥଳରୁ ଆହତ ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୋଲଗଡ ମେଡିକାଲକୁ ସ୍ଥାନାନ୍ତରଣ କରିଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug- ବସ ଟ୍ରାକ୍ଟର ମୁଁହାମୁହିଁ ଧକା :  8 ଆହତ

Format- AVO

Place- khurda,29.4.19

Visual- whatsaap

ଆଙ୍କର : 57 ନଂମ୍ବର ଜାତୀୟ ରାଜପଥର ବୋଲଗଡ ଛକ ନିକଟରେ ଘରୋଇ ବସ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ବସ ଓ ଟ୍ରାକ୍ଟର ର ଡ୍ରାଇଭର ଗୁରୁତର ହେବା ସହ ବସରେ ଥିବା 8ରୁ ଅଧିକ ଯାତ୍ରୀ ଆହତ ହୋଇ ବୋଲଗଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୂବନେଶ୍ବର ସ୍ଥାନାନ୍ତରଣ କରାଯାଇଛି।  ଘରୋଇ ବସ୍ ଟି ନୟାଗଡରୁ କଟକ ଅଭିମୁଖେ ଯାଉଥିବାବେଳେ ବୋଲଗଡ ଛକ ନିକଟରେ ବିପରିତ ଦିଗରୁ ଆସୁଥିବା ଟ୍ରାକ୍ଟର କୁ ଧକ୍କା ଦେଇଥିଲା। ଖବର ପାଇ ବୋଲଗଡ ଅଗ୍ନିଶମ ବିଭାଗ ଦୁର୍ଘଟଣା ସ୍ଥଳରୁ  ଆହତ  ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୋଲଗଡ ମେଡିକାଲକୁ ସ୍ଥାନାନ୍ତରଣ କରିଥିଲା।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.