ETV Bharat / state

ବୋଲଗଡ ଜଙ୍ଗଲରେ ପଡିଛି ରାସନକାର୍ଡ, ଭିଡିଓ ଭାଇରାଲ

author img

By

Published : Aug 9, 2019, 8:18 PM IST

ଜଙ୍ଗଲରେ ସରକାରୀ ରାସନ କାର୍ଡ ପଡିଥିବାର ଦେଖିବାକୁ ମିଳିଛି । ଗୋଟିଏ କି 2ଟି ନୁହେଁ ବରଂ 30 ରୁ 40ଟି ରାସନକାର୍ଡ ଜଙ୍ଗଲ ଭିତରେ ପଡିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଗରିବ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ରାସନ କାର୍ଡ ପ୍ରଦାନ କରିଛନ୍ତି । କିନ୍ତୁ ସେହି କାର୍ଡ ଏବେ ପଡିଛି ଜଙ୍ଗଲରେ । ଗୋଟିଏ କି 2ଟି ନୁହେଁ ବରଂ 30 ରୁ 40ଟି ରାସନକାର୍ଡ ଜଙ୍ଗଲ ଭିତରେ ପଡିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଭିଡିଓଟି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଅଞ୍ଚଳର ବୋଲି ଜଣାପଡିଛି । ସେହି ଭିଡିଓରେ ସ୍ଥାନୀୟ କିଛି କଲେଜ ଛାତ୍ର ରାସନ କାର୍ଡ ଗୁଡିକୁ ଦେଖି ଭିଡିଓ କରିଥିବା ଜଣାପଡୁଛି ।

ରାସନକାର୍ଡ କାହାର ଓ ଜଙ୍ଗଲକୁ କିପରି ଆସିଲା ଏହି ଭିଡିଓ ଦେଖିଲା ପରେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଜଙ୍ଗଲରେ ରାସନ କାର୍ଡ : ପ୍ରଶାସନ ନିଦାବିଷ୍ଣୁ

ଖୋର୍ଦ୍ଧା : ଗରିବ ଲୋକମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ରାସନ କାର୍ଡ ପ୍ରଦାନ କରିଛନ୍ତି । କିନ୍ତୁ ସେହି କାର୍ଡ ଜଙ୍ଗଲରେ ପଡିଛି । Body:ଗୋଟିଏ କି ଦୁଇଟି ନୁଁହ ବରଂ 30 ରୁ 40ଟି ରାସନ କାର୍ଡ ଜଙ୍ଗଲ ଭିତରେ ପଡିଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡ଼ିଓଟି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଂଚଳର ହୋଇଥିବା ଜଣାପଡିଛି । ଏବଂ ସେହି ଭିଡ଼ିଓରେ ସ୍ଥାନୀୟ କିଛି କଲେଜ ଛାତ୍ର ରାସନ କାର୍ଡ ଗୁଡିକୁ ଦେଖି ଭିଡ଼ିଓ କରିଥିବା ଜଣାପଡୁଛି । Conclusion:ତେବେ ଏହି ରାସନ କାର୍ଡ ଗୁଡିକ କାହାର , କିପରି ଏଠାରେ ପଡିଲା ଏବଂ କିଏ ପକାଇଛି ତାହା ଏବେ ବଡ଼ ପ୍ରଶ୍ନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.