ETV Bharat / state

ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ପେଟରୁ ବାହାରିଲା 57 କେଜି ଟ୍ୟୁମର

ଦୀର୍ଘ 10 ବର୍ଷର ଯନ୍ତ୍ରଣାରେ ଛଟପଟ ହେବା ପରେ ମିଳିଲା ନିସ୍ତାର । 5 ଜଣିଆ ଡାକ୍ତରୀ ଟିମର 5 ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବାହାରିଲା 57 କେଜିର ଟ୍ୟୁମର । ଅଧିକ ପଢନ୍ତୁ...

author img

By

Published : Oct 27, 2020, 8:22 AM IST

ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ପେଟରୁ ବାହାରିଲା 57 କେଜି ଟ୍ୟୁମର
ବିରଳ ଅସ୍ତ୍ରୋପଚାର: ମହିଳାଙ୍କ ପେଟରୁ ବାହାରିଲା 57 କେଜି ଟ୍ୟୁମର

ଖୋର୍ଦ୍ଧା: ସଫଳ ହେଲା ବିରଳ ଅସ୍ତ୍ରୋପଚାର । ପେଟରୁ ବାହାରିଲା 57 କେଜିର ଟ୍ୟୁମର । ଏହି ବିରଳ ଅସ୍ତ୍ରୋପଚାରକୁ ସଫଳ କରି ଦେଖାଇଛନ୍ତି ଖୋର୍ଦ୍ଧା ଟାଙ୍ଗି କୁହୁଡି ସ୍ଥିତ ସାଇ ସେବା ସଦନର ଡାକ୍ତର ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ଫୁଲମତି ନାୟକଙ୍କ ପେଟରେ ଦୀର୍ଘ 10 ବର୍ଷ ଧରି ଏହି ଟ୍ୟୁମର ଧରି କଷ୍ଟ ଅନୁଭବ କରୁଥିଲେ । କିନ୍ତୁ ଅର୍ଥ ଅଭାବ ପାଇଁ ଅପରେସନ କରିନପାରି ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଶେଷରେ ଖୋର୍ଦ୍ଧାର ସାଇ ସେବା ସଦନରେ ସର୍ଜନ ଡାକ୍ତର ଜଗଦୀଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ 5 ଜଣିଆ ଡାକ୍ତରୀ ଟିମ ଦୀର୍ଘ ୫ ଘଣ୍ଟା ଧରି ଅପରେସନ କରିବା ପରେ ଏହି ସଫଳତା ମିଳିଛି । ଏବେ ମହିଳା ଜଣଙ୍କ ସୁସ୍ଥ ଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.