ETV Bharat / state

ପୁରୀରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ଜୋର ଧରିଲା ରାଜନୀତି - ଦୁଷ୍କର୍ମ

ଜଗନ୍ନାଥ ଧାମରେ ଦୁଷ୍କର୍ମ ଘଟଣା ଘଟିବା ପରେ ଆବେ ରାଜନୀତି ସରଗରମ । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ପୋଲିସ ଅଧିକାରୀ ଥିବା ସ୍ବତ୍ତେ, ଏପରି ଲଜ୍ଯାଜନକ ଘଟଣାକୁ ନେଇ ସରକାରକୁ ଘେରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ଫଟୋ ସୌଜନ୍ଯ: ସମ୍ବାଦଦାତା,ଭୁବନେଶ୍ବର
author img

By

Published : Jul 9, 2019, 3:26 PM IST

Updated : Jul 9, 2019, 3:44 PM IST

ଭୁବନେଶ୍ବର: ପୁରୀ ଗତକାଲି ରାତିରେ ଘଟିଥିବା ଦୁଷ୍କର୍ମ ଘଟଣାରେ ଜୋର ଧରିଛି ରାଜନୀତି । ବିରୋଧୀ ମଧ୍ୟ ଘଟଣାକୁ ନେଇ ସରକାରଙ୍କୁ ଘେରିଛି ।କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ଯେ,ରଥଯାତ୍ରା ସମୟରେ ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣାରେ ଦୋଷୀକୁ ତୁରନ୍ତ ଗିରଫ ନକଲେ ରାଜରାସ୍ତାକୁ ଓହ୍ଲାଇବ ଦଳ । ପୀଡିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି ସୁର ।

ଭଡ଼ିଓ ସୌଜନ୍ଯ: ସମ୍ବାଦଦାତା,ଭୁବନେଶ୍ବର

ସେପଟେ ବିଜେପି ମଧ୍ୟ ଘଟଣାର ତୀବ୍ର ନିନ୍ଦା କରିଛି । ବରିଷ୍ଠ ନେତା ମନମୋହନ ସାମଲ କହିଛନ୍ତି ଯେ ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ରାଜ୍ୟ ରେ ପ୍ରତିଦିନ ବଳତ୍କାର ଘଟଣା ଘଟୁଛି । ସରକାର ଦୋଷୀଙ୍କୁ ଧରିବାରେ ବିଫଳ ହୋଇଛି । ଏହି ଘଟଣାରେ ଦଳ ରାଜରାସ୍ତାରେ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି ବିଜେପି ।

ଘଟଣା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ,ଏନେଇ ତଦନ୍ତ କରାଯାଉଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଘଟଣା ଯଦି ସତ୍ଯ ହୋଇଥାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପୁରୀରେ ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଆଉ ଏହି ଅଭିଯୋଗ ଆସିଛି ବସ୍‌ର ହେଲପର ବିରୋଧରେ। ଗତକାଲି ବିଳମ୍ବିତ ରାତିରେ ଶରଧାବାଲିରେ ଜଣେ ନାବାଳିକା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୁଲିସ ପୀଡିତାକୁ ଉଦ୍ଧାର କରିଥିଲେ। ଏଥିସହ ପୀଡିତାର ଅଭିଯୋଗ କ୍ରମେ ପୁରୀ ବସ୍‌ଷ୍ଟାଣ୍ଡରେ ଥିବା ବସ୍‌ରୁ ସମ୍ପୃକ୍ତ ଯୁବକକୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ପୀଡ଼ିତାଙ୍କ ଘର କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡିଛି।Body:ଏହି ଘଟଣା ପରେ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ,ଏନେଇ ତଦନ୍ତ କରାଯାଉଛି ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।Conclusion:ସେପଟେ ବିରୋଧୀ ମଧ୍ୟ ଏହି ଘଟଣା କୁ ନେଇ ସରକାରଙ୍କୁ ଘେରିଛନ୍ତି ।କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁରେଷ ରାଉତରାୟ କହିଛନ୍ତି ଯେ,ରଥଯାତ୍ରା ସମୟରେ ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏହି ଘଟଣାରେ ଦୋଷୀ ଙ୍କୁ ତୁରନ୍ତ ଗିରଫ ନକଲେ ରାଜରାସ୍ତାକୁ ଓହ୍ଲାଇବ ଦଳ ।ପିଡୀତଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି

ସେପଟେ ବିଜେପି ମଧ୍ୟ ଘଟଣାର ତିବ୍ର ନିନ୍ଦା କରିଛି ,ବରିଷ୍ଠ ନେତା ମନମୋହନ ସାମଲ କହିଛନ୍ତି ଯେ ,ରାଜ୍ୟ ରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ରାଜ୍ୟ ରେ ପ୍ରତିଦିନ ବଳତ୍କାର ଘଟଣା ଘଟୁଛି ସରକାର ଦୋଷୀ ମାନଙ୍କୁ ଧରିବାରେ ବିଫଳ ।ଏହି ଘଟଣାରେ ଦଳ ରାଜ ରାସ୍ତା ରେ ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି ।
Last Updated : Jul 9, 2019, 3:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.