ETV Bharat / state

Arun Govil in Odisha: ଭୁବନେଶ୍ବରରେ ରାମାୟଣର ରାମ ଅରୁଣ ଗୋଭିଲ

author img

By

Published : Feb 4, 2023, 10:51 PM IST

ଭୁବନେଶ୍ବର ସମ୍ପର୍କରେ କହିଛନ୍ତି ଭୁବନେଶ୍ୱର ଏକ ସହର । ଭୁବନେଶ୍ବର ଆସିଲେ ମତେ ବେଶ ଭଲ ଲାଗେ। ତା ଠାରୁ ବେଶୀ ଭଲ ଲାଗେ ଉତ୍କଳ ହେଉଛି ଜଗନାଥଙ୍କ ପ୍ରଦେଶ ତେଣୁ ଓଡିଶାକୁ ଆସିଲେ ଏକ ଦିବ୍ୟ ଚେତନା ମିଳିଥାଏ । ମୋ ଜୀବନରେ ହେଉଥିବା ସବୁ ଉତ୍ଥାନ ଓ ପତନ ସବୁ ରାମ ଙ୍କୁ ହିଁ ଜଣା । ଅଧିକ ପଢନ୍ତୁ

Arun Govil in Odisha: ଭୁବନେଶ୍ବରରେ ରାମାୟଣର ରାମ ଅରୁଣ ଗୋଭିଲ
Arun Govil in Odisha: ଭୁବନେଶ୍ବରରେ ରାମାୟଣର ରାମ ଅରୁଣ ଗୋଭିଲ
Arun Govil in Odisha: ଭୁବନେଶ୍ବରରେ ରାମାୟଣର ରାମ ଅରୁଣ ଗୋଭିଲ

ଭୁବନେଶ୍ବର: ଓଡିଶାରେ ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ । ଚର୍ଚ୍ଚିତ ଦୂରଦର୍ଶନ ଧାରାବାହିକ ରାମାୟଣରେ ରାମ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ଅରୁଣ ଗୋଭିଲ । ଯାହାଙ୍କୁ ଯୋଉଠି ବି ଲୋକେ ଦେଖିଲେ ଭଗବାନ ଶ୍ରୀରାମଙ୍କୁ ଦେଖିଥାନ୍ତି । ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅରୁଣ ଗୋଭିଲ ଆଜି ଭୁବନେଶ୍ୱର ଆସିଛନ୍ତି । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଅରୁଣଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଯାଇଛି ।

ଏହାବି ପଢନ୍ତୁ- Ramayan Ram In Puri: ମହାପ୍ରଭୁଙ୍କୁ ଦର୍ଶନ କଲେ ଅରୁଣ ଗୋଭିଲ, ଭୁବନେଶ୍ୱରରୁ ଆରମ୍ଭ ହେବ ସୁନୋ ଶ୍ରୀରାମ କାହାନୀ

ଆସନ୍ତାକାଲି (ରବିବାର) ସନ୍ଧ୍ୟାରେ ଉତ୍କଳ ମଣ୍ଡପ ଠାରେ ‘ସୁନୋ ଶ୍ରୀରାମ କାହାନୀ’ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ଅରୁଣ । ଏନେଇ ଅରୁଣ କହିଛନ୍ତି ‘‘ ମୁଁ ଭୁବନେଶ୍ୱର ଆସି ବହୁତ ଖୁସି । ମୁ ଗୋଟିଏ କଥାକୁ ସବୁବେଳେ କୁହେ ମୋ ଭଗବାନଙ୍କ ନାମ ହେଉଛି ତାଙ୍କ ଉପରେ ଥିବା ମୋର ଆସ୍ଥା ଓ ବିଶ୍ୱାସ ହିଁ ମୋର ସର୍ବଦା କାମ୍ୟ । ଏହାସହ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣାଙ୍କୁ ନେଇ କହିଛନ୍ତି ଏହା ବହୁତ ଭଲ କାମ । ବିଳମ୍ବରେ ହେଉ ପଛେ ଏହା ହେଉଥିବାରୁ ମୁଁ ବହୁତ ଖୁସି ।’’

ସେହିପରି ଭୁବନେଶ୍ବର ସମ୍ପର୍କରେ କହିଛନ୍ତି ଭୁବନେଶ୍ୱର ଏକ ସହର । ଭୁବନେଶ୍ବର ଆସିଲେ ମତେ ବେଶ ଭଲ ଲାଗେ। ତା ଠାରୁ ବେଶୀ ଭଲ ଲାଗେ ଉତ୍କଳ ହେଉଛି ଜଗନାଥଙ୍କ ପ୍ରଦେଶ ତେଣୁ ଓଡିଶାକୁ ଆସିଲେ ଏକ ଦିବ୍ୟ ଚେତନା ମିଳିଥାଏ । ମୋ ଜୀବନରେ ହେଉଥିବା ସବୁ ଉତ୍ଥାନ ଓ ପତନ ସବୁ ରାମ ଙ୍କୁ ହିଁ ଜଣା । ତେଣୁ ତାଙ୍କୁ ନେଇ ମୁ ଚାଲେ ଆଉ ସବୁ ଭଲ ହୁଏ ବୋଲି ସେ କହିଛନ୍ତି । ଏହାସହ ରାମଙ୍କ ଇଚ୍ଛାରେ ସବୁକିଛି ଚାଲିଥିବା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.