ETV Bharat / state

ହକି ବିଶ୍ୱକପ ମ୍ୟାଚ ଦେଖିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

author img

By

Published : Jan 27, 2023, 11:06 PM IST

ଚଳିତଥର ଅଲମ୍ପିକରେ ରେଳ ବିଭାଗ ତରଫରୁ ବହୁତ କ୍ରୀଡ଼ାବିତ ଅଂଶ କରିଥିଲେ। ସେହିପରି ଜଗନ୍ନାଥଙ୍କ ସଂସ୍କୃତିକୁ ଅନୁଭବ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଅନେକ କଳ୍ପନା ରହିଛି। ଯେଉଁଥିପାଇଁ ଭାରତ ଗୌରବ ଯାତ୍ରାରେ ଜଗନ୍ନାଥ ସର୍କିଟ 2 ଦିନ ତଳୁ ଦିଲ୍ଲୀରୁ ବାହାରିଛି। ଏହା ଯେତେବେଳେ ପୁରୀ ଆଉ କୋଣାର୍କ ଆସିବ ସେତେବେଳେ ସମସ୍ତେ ଜଗନ୍ନାଥ ସଂକୃତିଙ୍କୁ ଅନୁଭବ କରିବା ସହ ଓଡିଶା ସଂସ୍କୃତି ସମ୍ପର୍କରେ ଦେଶବାସୀ ଜାଣିବେ। 5ଜି କାର୍ଯ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି । ଅଧିକ ପଢନ୍ତୁ

ବିଶ୍ବକପ ହକି ମ୍ୟାଚ ଦେଖିଲେ  ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ହକି ବିଶ୍ୱକପ ସଠିକ ଢଙ୍ଗରେ ହେଉଥିବାରୁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ବିଶ୍ୱକପରେ ବହୁ ସୁନ୍ଦରଭାବରେ ଖେଳାଳିମାନେ ଖେଳିଛନ୍ତି । ଏହା ଆମ ପାଇଁ ଗର୍ବର କଥା। ଆଗକୁ ଆମେ ଅଧିକ ପରିଶ୍ରମ କରିବା । ପରବର୍ତ୍ତୀ ବିଶ୍ୱକପ ଆମର ହେବ । ଆଜି ସେମିଫାଇନାଲ ମ୍ୟାଚ ବହୁତ ଭଲ ଥିଲା। ଆମେ ଯେତେବେଳେ ହକି ଖେଳୁଥିଲୁ ସେତେବେଳର ଖେଳ ଆଉ ଏବେର ଖେଳ ଭିତରେ ବହୁତ ପ୍ରଭେଦ ଆସିଲାଣି। ଆଜି ହକି ବିଶ୍ବକପ ମ୍ୟାଚ ଦେଖିବାକୁ ଭୁବନଶ୍ବର ଆସିଥିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ସେହିପରି ରେଳ ମନ୍ତ୍ରୀ କହିଛନ୍ତି ରେଳ ମନ୍ତ୍ରଣାଳୟ ଖେଳାଳୀମାନଙ୍କୁ ଚାକିରୀ ଦିଆଯାଇଛି। ଚଳିତଥର ଅଲମ୍ପିକରେ ରେଳ ବିଭାଗ ତରଫରୁ ବହୁତ କ୍ରୀଡ଼ାବିତ ଅଂଶ କରିଥିଲେ। ସେହିପରି ଜଗନ୍ନାଥଙ୍କ ସଂସ୍କୃତିକୁ ଅନୁଭବ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଅନେକ କଳ୍ପନା ରହିଛି। ଯେଉଁଥିପାଇଁ ଭାରତ ଗୌରବ ଯାତ୍ରାରେ ଜଗନ୍ନାଥ ସର୍କିଟ 2 ଦିନ ତଳୁ ଦିଲ୍ଲୀରୁ ବାହାରିଛି। ଏହା ଯେତେବେଳେ ପୁରୀ ଆଉ କୋଣାର୍କ ଆସିବ ସେତେବେଳେ ସମସ୍ତେ ଜଗନ୍ନାଥ ସଂକୃତିଙ୍କୁ ଅନୁଭବ କରିବା ସହ ଓଡିଶା ସଂସ୍କୃତି ସମ୍ପର୍କରେ ଦେଶବାସୀ ଜାଣିବେ। 5ଜି କାର୍ଯ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଅଧିକରୁ ଅଧିକ ଟାୱାର ସଂଖ୍ୟା ମଧ୍ୟ ବଢୁଛି। ପୂର୍ବରୁ ରିମୋଟ ଅଞ୍ଚଳରେ 100 ଟି ନୂଆ 4ଜି ଟାୱାର ନିର୍ମାଣ କରାଯାଇଛି। ଫେବ୍ରୁଆରି ମାସରେ ଆହୁରି 100 ଟାୱାର କାଯ୍ୟକାରୀ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ପୂର୍ବ ବର୍ଷ ମୋଦି ସରକାର ରେଳ ବଜେଟରେ 10ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରିଛି ଓଡିଶା ଉନ୍ନତି ପାଇଁ ଅଧିକ ରୁ ଅଧିକ ଅର୍ଥ ପ୍ରଦାନ କରିବେ ବୋଲି ରେଳମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.