ETV Bharat / state

ଏଲଆଇସିର ଘରୋଇକରଣ ପ୍ରତିବାଦରେ ବିକ୍ଷୋଭ

author img

By

Published : Mar 18, 2021, 3:44 PM IST

ଏଲଆଇସିର ପୁଞ୍ଜି ପ୍ରତ୍ୟାହାର, ବିଦେଶୀ ପୁଞ୍ଜି ବିନିଯୋଗ ଏବଂ ମଜୁରୀ ସଂଶୋଧନ ଦାବି ନେଇ ଏଲଆଇସି କର୍ମଚାରୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...

ଏଲଆଇସିର ଘରୋଇକରଣ ପ୍ରତିବାଦରେ ବିକ୍ଷୋଭ
ଏଲଆଇସିର ଘରୋଇକରଣ ପ୍ରତିବାଦରେ ବିକ୍ଷୋଭ

ଖୋର୍ଦ୍ଧା : ଏଲଆଇସିକୁ ଘରୋଇକରଣ ପ୍ରତିବାଦ । ଏଲଆଇସିର ପୁଞ୍ଜି ପ୍ରତ୍ୟାହାର, ବିଦେଶୀ ପୁଞ୍ଜି ବିନିଯୋଗ ଏବଂ ମଜୁରୀ ସଂଶୋଧନ ଦାବି ନେଇ ଖୋର୍ଦ୍ଧା ଏଲଆଇସି ଶାଖାର କର୍ମଚାରୀମାନେ ବିକ୍ଷୋଭ କରିବା ସହ ଦିନିକିଆ ଧାରଣାରେ ବସିଛନ୍ତି । ଫଳରେ ଗୁରୁବାର ଖୋର୍ଦ୍ଧା ଏଲଆଇସି ମୁଖ୍ୟ ଶାଖାରେ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ରହିଛି ।

ଏଲଆଇସିର ଘରୋଇକରଣ ପ୍ରତିବାଦରେ ବିକ୍ଷୋଭ

କର୍ମଚାରୀ ସଙ୍ଘର ଦାବିଗୁଡିକୁ ସରକାର ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି । ପୂର୍ବରୁ ବାରମ୍ବାର ସଙ୍ଘ ଏ ସମ୍ପର୍କରେ ସରକାରଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେଣୁ ଆଜି ସର୍ବଭାରତୀୟ ଏଲଆଇସି ସଙ୍ଘର ଆହ୍ୱାନ କ୍ରମେ ଖୋର୍ଦ୍ଧା ଏଲଆଇସି ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.