ETV Bharat / state

ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିବା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - କାଳିଆ ଯୋଜନାରେ ଯୋଗ୍ୟ ଚାଷୀ

କାଳିଆ ଯୋଜନାରେ ଯୋଗ୍ୟ ଚାଷୀକୁ ଟଙ୍କା ପ୍ରଦାନ କରିବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା
author img

By

Published : Sep 20, 2019, 7:02 PM IST

ଖୋର୍ଦ୍ଧା: କାଳିଆ ଯୋଜନାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କାଳିଆ ଯୋଜନାରେ ସରକାର ଯୋଗ୍ୟ ଚାଷୀକୁ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ସରକାର କାଳିଆ ଯୋଜନାରେ ବହୁ ଅଯୋଗ୍ୟ ଚାଷୀଙ୍କୁ ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ଯୋଗ୍ୟ ଚାଷୀ ମାନେ ଏହି ଯୋଜନାରୁ ବାଦ ପଡିଛନ୍ତି । ଖୁବ ଶୀଘ୍ର ଯୋଗ୍ୟ ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ପ୍ରଦାନ କରିବା ପାଇଁ ନବନିର୍ମାଣ କୃଷକ ସଙ୍ଗଠନ ଦାବି କରିଛି। ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସରକାର ଯଦି ଯୋଗ୍ୟ ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ନଦିଅନ୍ତି ତେବେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ଜୋରୋଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Intro:କାଳିଆ ଯୋଜନାକୁ ନେଇ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ନବନିର୍ମାଣ କୃଷକ ସଙ୍ଗଠନ

Body:ଖୋର୍ଦ୍ଧା : କାଳିଆ ଯୋଜନାରେ ସରକାର ବହୁ ଅଯୋଗ୍ୟ ଚାଷୀ ମାନଙ୍କୁ ଟଙ୍କା ବାଣ୍ଟିଥିବା ବେଳେ ଯୋଗ୍ୟ ଚାଷୀ ମାନେ ଏଥିରୁ ବାଦ ପଡିଛନ୍ତି । ଖୁବ ଶୀଘ୍ର ଯୋଗ୍ୟ ଚାଷୀ ମାନଙ୍କୁ କାଳିଆ ଯୋଜନା ଟଙ୍କା ଦେବା ଦାବିନେଇ ଆଜି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଯଦି ଖୁବ ଶୀଘ୍ର ସରକାର ଯୋଗ୍ୟ ଚାଷୀ ମାନଙ୍କୁ କାଳିଆ ଯୋଜନା ଟଙ୍କା ନଦିଅନ୍ତି ତେବେ ଆଗାମୀ ଦିନରେ ସଂଗଠନ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛି ।Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.