ETV Bharat / state

ଆରମ୍ଭ ହେଲା ଖୋର୍ଦ୍ଧା ଜିଲ୍ଲା ଭାରୋଉତ୍ତୋଳନ ପ୍ରତିଯୋଗିତା - ଖୋର୍ଦ୍ଧା ଜିଲ୍ଲା ଭାରୋଉତ୍ତୋଳନ ପ୍ରତିଯୋଗିତା

ଖୋର୍ଦ୍ଧା ଜିଲ୍ଲା ଭାରୋଉତ୍ତୋଳନ ଆସୋସିଏସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଉଦଘାଟିତ ହୋଇଛି । ଏଥିରେ ମହିଳା ଓ ପୁରୁଷ ବିଭାଗରେ 300 କ୍ରୀଡ଼ାବିତ ଭାଗନେଇଛନ୍ତି । ଅଧିକ ପଢନ୍ତୁ...

http://10.10.50.80:6060///finalout3/odisha-nle/finalout/22-January-2021/10342802_khuu.mp4
ଆରମ୍ଭ ହେଲା ଖୋର୍ଦ୍ଧା ଜିଲ୍ଲା ଭାରୋଉତ୍ତୋଳନ ପ୍ରତିଯୋଗିତା
author img

By

Published : Jan 22, 2021, 9:44 PM IST

ଖୋର୍ଦ୍ଧା: ଆରମ୍ଭ ହେଲା ଖୋର୍ଦ୍ଧା ଜିଲ୍ଲା ଭାରୋଉତ୍ତୋଳନ ପ୍ରତିଯୋଗିତା । ଖୋର୍ଦ୍ଧା ଜିଲ୍ଲା ଭାରୋଉତ୍ତୋଳନ ଆସୋସିଏସନ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଉଦଘାଟିତ ହୋଇଛି ।

ଆରମ୍ଭ ହେଲା ଖୋର୍ଦ୍ଧା ଜିଲ୍ଲା ଭାରୋଉତ୍ତୋଳନ ପ୍ରତିଯୋଗିତା

ଦୁଇ ଦିବସୀୟ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଉଭୟ ମହିଳା ଓ ପୁରୁଷ ବିଭାଗରେ 300 କ୍ରୀଡ଼ାବିତ ଭାଗନେଇଛନ୍ତି । ଆଜି ପୁରୁଷ ବର୍ଗର ବିଭିନ୍ନ ଇଭେଣ୍ଟ ମାନ ଆୟୋଜନ କରାଯାଇଛି । ଆସନ୍ତାକାଲି ମହିଳା ବର୍ଗର ଇଭେଣ୍ଟମାନ ଆୟୋଜନ ହେବା ସହ କୃତିତ୍ବ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ଟ୍ରଫି ପ୍ରଦାନ ସହ ପୁରସ୍କୃତ କରାଯିବ ବୋଲି ସଂଘର ସଭାପତି ରାଜେଶ କୁମାର ପରିଡା କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.