ETV Bharat / state

ବାଣ ଗୋଦାମରେ ଚଢାଉ, 3 ଗିରଫ

ଆକ୍ସନ ମୁଡରେ ଖୋର୍ଦ୍ଧା ଜଟଣୀ ପୋଲିସ । ସ୍ଥାନୀୟ ଗୋଲେଇ ମାର୍କେଟରେ ଥିବା ଦୁଇଟି ବେଆଇନ ବାଣ ଦୋକାନ ଏବଂ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଥିବା ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Oct 19, 2019, 11:13 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଆଲୋକର ପର୍ବ ଦୀପାବଳିକୁ ନଜରରେ ରଖି ଆକ୍ସନ ମୁଡରେ ରାଜ୍ୟ ପୋଲିସ । ଏହି କ୍ରମରେ ଜଟଣୀ ପୋଲିସ ସ୍ଥାନୀୟ ଗୋଲେଇ ମାର୍କେଟରେ ଥିବା ଦୁଇଟି ବେଆଇନ ବାଣ ଦୋକାନ ଏବଂ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଥିବା ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ କରିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଏହି ଚଢାଉ ସମୟରେ ସେଠାରୁ ବିପୁଳ ପରିମାଣରେ ବାଣ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ ଜଟଣୀ ଥାନା ଅଞ୍ଚଳର ବୈଷ୍ଣବ ଚରଣ ଦାସ, ଶ୍ୟାମସୁନ୍ଦର ସାହୁ ଏବଂ ଜିତେନ୍ଦ୍ର ସାହୁ ।

ଆଗାମୀ ଦିନରେ ବେଆଇନ ବାଣ ଗୋଦାମ ଏବଂ ଦୋକାନ ଉପରେ ଚଢ଼ାଉ ଜାରି ରହିବ ବୋଲି ଜଟଣୀ ପୋଲିସ କହିଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବାଣ ବଜାର ଉପରେ ଚଢ଼ାଉ : ତିନି ଗିରଫ

Body:ଖୋର୍ଦ୍ଧା : ଜଟଣୀ ପୋଲିସର ସ୍ଥାନୀୟ ଗୋଲେଇ ମର୍କେଟରେ ଥିବା ଦୁଇଟି ବେଆଇନ ବାଣ ଦୋକାନ ଏବଂ ରାମଚନ୍ଦ୍ରପୁର ବଜାର ଅଂଚଳରେ ଥିବା ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ସେଠାରୁ ବିପୁଳ ପରିମାଣରେ ବାଣ ଜବତ । ଏଥିରେ ସମ୍ପୂର୍କ୍ତ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ଗୁରଫ ବ୍ୟକ୍ତିମାନେ ହେଲେ ଜଟଣୀ ଥାନା ଅଂଚଳର ବୈଷ୍ଣବ ଚରଣ ଦାସ , ଶ୍ୟାମସୁନ୍ଦର ସାହୁ ଏବଂ ଜିତେନ୍ଦ୍ର ସାହୁ । ଆଗମିଦିନରେ ବେଆଇନ ବାଣ ଗୋଦାମ ଏବଂ ଦୋକାନ ଉପରେ ଚଢ଼ାଉ ଜାରି ରହିବ ବୋଲି ଜଟଣୀ ପୋଲିସ କହିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.