ETV Bharat / state

ଶକ୍ତି ବିଭାଗକୁ ସହଯୋଗର ହାତ ବଢ଼ାଇଲା ବ୍ରାହ୍ମଣବେରେଣି - khordha

ସାମୁଦ୍ରିକ ଝଡ଼ ଫନିର ତାଣ୍ଡବକୁ  17 ଦିନ ବିତିଯାଇଛି । ତଥାପି ବିଦ୍ୟୁତ ସେବା ପହଞ୍ଚି ପାରିନି ଖୋର୍ଦ୍ଧା ଉପକଣ୍ଠ ବ୍ରାହ୍ମଣବେରେଣି ଗ୍ରାମରେ । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : May 19, 2019, 6:47 PM IST

ଖୋର୍ଦ୍ଧା: ସାମୁଦ୍ରିକ ଝଡ଼ ଫନି ତାଣ୍ଡବକୁ 17 ଦିନ ବିତିଯାଇଛି । ତଥାପି କେତେକ ସ୍ଥାନରେ ପହଞ୍ଚି ପାରିନି ବିଦ୍ୟୁତ ସେବା । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅସହ୍ୟ ତାତି ସହ ଅନ୍ଧାରରେ କଟୁଛି ଦିନ । ତେବେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଖୋର୍ଦ୍ଧା ଉପକଣ୍ଠ ବ୍ରାହ୍ମଣବେରେଣି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଗ୍ରାମରେ ଏବେ ସୁଦ୍ଧା ପହଞ୍ଚି ପାରିନି ବିଦ୍ଯୁତ ସେବା । ଏତେ ଦିନ ଧରି ଲୋକେ ଅନ୍ଧାର ଓ ଅସହ୍ୟ ତାତିରେ କଲବଲ ହେଉଥିଲେ ସୁଦ୍ଧା ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଶକ୍ତି ବିଭାଗ ଭାଙ୍ଗି ପଡିଥିବା ବିଦ୍ୟୁତ ଖୁଣ୍ଟ , ତାର ଓ ଟ୍ରାନ୍ସଫର୍ମର ସଜାଡିବା ପାଇଁ ଅସମର୍ଥ ହୋଇଯାଇଛି । ଶେଷରେ ବାଧ୍ୟ ହୋଇ ସେସୁକୁ ସହଯୋଗର ହାତ ବଢ଼ାଇଛନ୍ତି ବ୍ରାହ୍ମଣବେରେଣି ଗ୍ରାମବାସୀ । ତେବେ ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତ ପ୍ରତିନିଧି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ସ୍ଲଗ. -ମହିଳା ମାନଙ୍କ ବିକାଶ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବେ -ପ୍ରମିଳା ବିଷୋୟୀ
ରିପୋର୍ଟର: ସମୀର କୁମାର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ୱାନ୍ ଟୁ ୱାନ୍,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    - ୨୧-୦୩-୧୯. :-(ଭିଜୁଆଲ ଏଫ୍.ଟି.ପି ରେ ଯାଇଛି.)
 (ଆଙ୍କର):-ବର୍ଷ  ବର୍ଷ ଧରି ମହିଳା ମାନଙ୍କ ବିକାଶ ପାଇଁ ଜାରି ରହିଥିଲା ଅହରହ ସଂଗ୍ରାମ  । କେତେବେଳେ ସ୍ଥାନୀୟ ଅଞ୍ଚଳରେ ବନସୁରକ୍ଷା ପାଇଁ କାର୍ଯ୍ୟ କରୁଥିଲେ ତ ଆଉ କେତେବେଳେ ମହିଳା ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କରିଥିଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  । ଯାହାକୁ ନେଇ ୨୦୦୫ ମସିହାରେ ରାଜ୍ୟପାଳ ଙ୍କ ଠାରୁ ଜିଲ୍ଲାର ଆଦର୍ଶ ସମାଜସେବିକା ରୂପେ ସମ୍ମାନୀତ ହେବା ସହ ରାଜ୍ୟ ସରକାର ଙ୍କ ଠାରୁ ମଧ୍ୟ ମୟୁର ସୁରକ୍ଷା ଭଳି କାର୍ଯ୍ୟ କରି ପାଇଛନ୍ତି ପ୍ରକତି ବନ୍ଧୁ ପୁରସ୍କାର ।ହେଲେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଆସିକା ଚେରମାରିଆ ଭଳି ଗ୍ରାମାଞ୍ଚଳର ପଲ୍ଲୀ ମାଆ ଭାବେ ପରିଚିତ ଥିବା ପ୍ରମିଳା ବିଷୋୟୀ ଙ୍କୁ  ବିଜୁ ଜନତା ଦଳ ପକ୍ଷରୁ ଆସିକା ଲୋକସଭା ଆସନ୍ନ ପାଇଁ କରାଯାଇଛି ପ୍ରାର୍ଥୀ  । ପ୍ରମିଳା ଙ୍କ ନାମ ଘୋଷଣା ପରେ ଏହି ବୟସ୍କା ମହଇଲା ଙ୍କୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଯୋର ଧରିଥିବା ବେଳେ ନୂତନ ଭାବରେ ରାଜନୀତିରେ ପାଦ ଦେଇଥିବା ପ୍ରମିଳା ଙ୍କ କିଭଳି ରହିବ ନିର୍ବାଚନର ରଣନୀତି ସେ ନେଇ ଇଟିଭି କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି  ।

ୱାନ୍ ଟୁ ୱାନ୍

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.